ସୁନ୍ସୁନିଆ ଶାଗ

 ସୁନ୍ସୁନିଆ ଶାଗ

ପ୍ରସିଦ୍ଧ ବିଜ୍ଞାନୀ ଡକ୍ଟର ଅସୀମା ·ଟାର୍ଜୀ ସୁନସୁନିଆ ଶାଗରେ ଅପସ୍ମାର ପ୍ରତିରୋଧକ ଶକ୍ତି ଥିବା ବିଷୟ ପ୍ରମାଣିତ କରିଥିଲେ । ବଙ୍ଗଳାରେ ସୁନସୁନିଆ ଶାଗ ବ୍ୟାପକ ଭାବରେ ·ଷ କରାଯାଇ ତାର ରସ ନିଦ୍ରାହୀନତା ରୋଗ ଦୂର କରିବା ପାଇଁ ବ୍ୟବହାର କରାଯାଉଥିଲା । ଏଥିରୁ ଅନୁପ୍ରାଣିତ ହୋଇ ସେ ସୁନ ସୁନିଆ ଶାଗ ଉପରେ ପରୀକ୍ଷା ନିରୀକ୍ଷା ଆରମ୍ଭ କରିଦଲେ । ଶେଷରେ ସେ ଏଥିରେ ଥିବା ମାରସିଲିନ ନାମକ ରାସାୟନିକ ତ୍ୱର ସନ୍ଧାନ ପାଇଲେ । ଏହା ଉପରେ ଗବେଷଣା କରି ସେ ଉପରୋକ୍ତ ନିଷ୍କର୍ଷରେ ପହିଲେ । ସେ ସୁନ ସୁନିଆ ଶାଗ ରସରୁ ପ୍ରସ୍ତୁତ ଔଷଧ ପ୍ରାୟ ୨୦୦୦ ମୃଗୀ ରୋଗ ଭୋଗ କରୁଥିବା ରୋଗୀଙ୍କ ଉପରେ ପ୍ରୟୋଗ କରିଥିଲେ ଏବଂ ଆଶା ଜନକ ସଫଳତା ଲାଭ କଲେ । ଏହି ଔଷଧ ପ୍ରୟୋଗ ଦ୍ୱାରା ଶତକରା ୩୦ ଜଣ ରୋଗୀ ସମ୍ପୂର୍ଣ୍ଣ ରୋଗମୁକ୍ତ ଓ ଶତକରା ୬୦ ଜଣ ଆଂଶିକ ରୋଗମୁକ୍ତ ହୋଇଥିଲେ । ଶତକରା ୭ ଜଣ ରୋଗୀ ରୋଗ ମୁକ୍ତି ହୋଇ ପାରି ନ ଥିଲେ । ଏ ଔଷଧର କୌଣସି କୁପ୍ରତିକ୍ରିୟା ରୋଗୀ ଦେହରେ ସୃଷ୍ଟି ହୁଏ ନାହିଁ ।

Comments

Popular posts from this blog

ଶ୍ରୀମଦ୍ଭଗବତ୍ ଗୀତା ରହସ୍ୟ--ପ୍ରଥମ ଖଣ୍ଡ-ଦ୍ୱିତୀୟ ଅଧ୍ୟାୟ ଡାକ୍ତର ସୁଧାଂଶୁ ଶେଖର ମିଶ୍ର

ରକ୍ଷା ବନ୍ଧନ: ଏକ ତା୍ୱିକ(Tatwika)--- ବିବେଚନା ବ୍ର.କୁ. ଡାକ୍ତର ସୁଧାଂଶୁ ଶେଖର ମିଶ୍ର

ଭାରତର ସନାତନ ଧର୍ମ---- ବ୍ର.କୁ. ଡ଼ାକ୍ତର ସୁଧାଂଶୁ ଶେଖର ମିଶ୍ର,