ସଂକ୍ଷିପ୍ତରେ ରକ୍ଷାବନ୍ଧନ
ସଂକ୍ଷିପ୍ତରେ ରକ୍ଷାବନ୍ଧନ
ଡାକ୍ତର ସୁଧାଂଶୁ ଶେଖର ମିଶ୍ର, ପାଟଣାଗଡ
ରକ୍ଷା ବନ୍ଧନ (ଶ୍ରାବଣ ପୂର୍ଣ୍ଣିମାରେ ପାଳିତ) କେବଳ ପାରମ୍ପରିକ ପର୍ବ ନୁହେଁ, ଏହା ସୁରକ୍ଷା, ପବିତ୍ରତା, ଅନୁଶାସନ ଓ ଭାଇଚାରିର ପ୍ରତୀକ।
• ଧାର୍ମିକ ଓ ପୌରାଣିକ ପଟ୍ଟଭୂମି: ପାପତ୍ୟାଗ, ପୂର୍ବଜ ସ୍ମରଣ, ବିଶ୍ୱକଳ୍ୟାଣ ସଙ୍କଳ୍ପ, ଯଜ୍ଞୋପବୀତ ଧାରଣ ଓ ବିଦ୍ୟାର୍ଥୀଙ୍କ ପାଇଁ ପାଠାରମ୍ଭ ଏଥିରେ ସମ୍ମିଳିତ।
• ଐତିହାସିକ ମହତ୍ତ୍ୱ: ମୁସଲମାନ ଶାସନକାଳରେ ନାରୀଗରିମାର ସୁରକ୍ଷା ପାଇଁ ‘ରାକ୍ଷୀ’ ଏକ ପ୍ରତୀକୀୟ ଅସ୍ତ୍ର ହେଲା, ଯେପରି ରାଣୀ ପଦ୍ମିନୀ ଓ ହୁମାୟୁନ ଘଟଣାରେ ଦେଖାଗଲା।
• ନୈତିକ ଓ ସାମାଜିକ ସନ୍ଦେଶ:
• ସତ୍ଧର୍ମ (ସତ୍ୟ, ଶାନ୍ତି, ଦୟା, କ୍ଷମା)ର ପାଳନ
• ନିଜେ ପବିତ୍ର ରହି, ସମସ୍ତ ନାରୀଙ୍କ ପବିତ୍ରତାର ସୁରକ୍ଷା
• ସ୍ଵାର୍ଥ, ଅନ୍ୟାୟ ଓ ଅସୁରିକ ପ୍ରବୃତ୍ତିରେ ବିରୋଧରେ ଅନୁଶାସନ
• ଆଧ୍ୟାତ୍ମିକ ମାନ୍ୟତା: ସମସ୍ତଙ୍କୁ ଦେହ ନୁହେଁ, ଆତ୍ମା ଭାବରେ ଦେଖି, ପରମପିତାଙ୍କ ସନ୍ତାନ ଭାବେ ଭାଇ–ଭାଇର ସୂତ୍ରରେ ବାନ୍ଧିବା।
ଆଜିର ସନ୍ଦେଶ:
ଆଜିର ସମାଜରେ, ଯେଉଁଠାରେ ନାରୀ ଅସୁରକ୍ଷିତ ଓ ମଣିଷ ସ୍ଵାର୍ଥୀ, ସେଠାରେ ରକ୍ଷା ବନ୍ଧନର ସତ୍ୟ ଅର୍ଥ —
ନିଜକୁ ଓ ସମାଜକୁ ଅସୁଭରୁ ବାଚାଇବା, ସମସ୍ତଙ୍କୁ ଭାଇ–ଭଉଣୀ ଭାବରେ ସମ୍ମାନ କରିବା, ଓ ସଦ୍ଗୁଣରେ ଜୀବନ ଯାପନ କରିବା।
ସଂପାଦକ, ଚେତନା ପ୍ରବାହ
ଶିବ ଶକ୍ତ ହୋମିଓ ସେବା ସଦନ, ପାଟଣାଗଡ, ବଲାଙ୍ଗୀର
ମୋବାଇଲ--7609969796
Comments
Post a Comment