(18) ାା ଚତୁର୍ଥ ଅଧ୍ୟାୟ ।ା ରାଜଯୋଗ : ଏକ ଈଶ୍ୱରୀୟ ମନୋବିଜ୍ଞାନ
ାା ଚତୁର୍ଥ ଅଧ୍ୟାୟ ।ା
ରାଜଯୋଗ : ଏକ ଈଶ୍ୱରୀୟ ମନୋବିଜ୍ଞାନ
ମନୋବିଜ୍ଞାନରେ ମନର ବିଭିନ୍ନ ସ୍ଥିତିର ବ୍ୟାଖ୍ୟା କରାଯାଇଛି । ଅନେକ ମନୋବୈଜ୍ଞାନିକଙ୍କ ନିରନ୍ତର ଅଧ୍ୟୟନ ଓ ମନୋବୈଜ୍ଞାନିକ ପରୀକ୍ଷଣ ସେ୍ୱ ମନର ପତନକୁ ରୋକିବାରେ କେହି ସମ୍ପୂର୍ଣ୍ଣ ସଫଳ ହୋଇପାରି ନାହାନ୍ତି । ସେମାନେ ମନୁଷ୍ୟ ମନର ଗତିକୁ ପୂର୍ଣ୍ଣ ଭାବରେ ଜାଣିବାକୁ ଏପର୍ଯ୍ୟନ୍ତ ସକ୍ଷମ ହୋଇ ନାହାନ୍ତି । ମନୋବ÷ଜ୍ଞାନିକଗଣ ସାଧାରଣତଃ ନିଜ ମନ ବା ଅନ୍ୟ ମନୁଷ୍ୟମାନଙ୍କ ମନର ଆଭ୍ୟନ୍ତରୀଣ ସ୍ଥିତି ଉପରେ ଗବେଷଣା କରିଥାନ୍ତି ।କିନ୍ତୁ ଏଠାରେ ଏକ ପ୍ରଣିଧାନ ଯୋଗ୍ୟ ବିଷୟ ଏହି ଯେ ପ୍ରତ୍ୟେକ ମନର ଭିନ୍ନ ଭିନ୍ନ ସ୍ଥିତି ଥାଏ । କାରଣ ମନ ଏକ ନୁହେଁ । ଯେତିକି ମନୁଷ୍ୟ ସେତିକି ମନ । ଆଏ ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଲା ଯେ ବିଭିନ୍ନ ସମୟରେ ପ୍ରତ୍ୟେକ ମନର ପ୍ରକୃତି ମଧ୍ୟ ପରିବିର୍ତ ହେଉଥାଏ । ସ୍ୱ, ରଜ ଓ ତମ - ଏହି ତିନିଗୁଣର ତାରତମ୍ୟ ଆଧାରରେ ମନର ଲକ୍ଷଣ ଭିନ୍ନ ଭିନ୍ନ ହୋଇଥାଏ ।
ପାଶ୍ଚା୍ୟ ମନୋବୈଜ୍ଞାନିକଗଣ ବିଭିନ୍ନ ମନର ବୃି ପରୀକ୍ଷା କରି ଏହି ନିଷ୍କର୍ଷରେ ଉପନୀତ ହେଲେ ଯେ କାମ ବାସନା ହେଉଛି ମନୁଷ୍ୟର ସହଜାତ ଗୁଣ । ଏହା ଏକ ସ୍ବଭାଭିକ ମାନସିକ କ୍ଷୁଧା । ଏହାକୁ ରୋକିବା ସମ୍ଭବ ନୁହେଁ । ଏହି ପରୀକ୍ଷଣ କଳିଯୁଗୀୟ ବା ସାଂପ୍ରତିକ ମନୁଷ୍ୟମାନଙ୍କ ମନ ଉପରେ ଆଧାରିତ । ମନୋବୈଜ୍ଞାନିକଗଣ ଏ ବିଷୟରେ ସମ୍ପୂର୍ଣ୍ଣ ଅନଭିଜ୍ଞ ଯେ ଆଜକୁ ଦୁଇ ତିନି ହଜାର ବର୍ଷ ପୂର୍ବେ ମନୁଷ୍ୟ ମନର ସ୍ଥିତି କି ପ୍ରକାର ଥିଲା । ସେମାନେ ଏହା ଜାଣନ୍ତି ନାହିଁ ଯେ ମୌଳିକ ରୂପରେ ମନର ପ୍ରକୃତି ସମ୍ପୂର୍ଣ୍ଣ ପବିତ୍ର ଥିଲା । କ୍ଷୁଧା ଏକ ପବିତ୍ର କି୍ରୟା; କିନ୍ତୁ କାମ ହେଉଛି ଏକ ପ·-ସଢ଼ା ଭୋଜନ । ସମ୍ପ୍ରତି ପ୍ରଜାପିତା ବ୍ରହ୍ମାଙ୍କ ଶରୀର ମାଧ୍ୟମରେ ପରମାତ୍ମା ଅବତରଣ ପୂର୍ବକ ପ୍ରଦାନ କରୁଥିବା ଈଶ୍ୱରୀୟ ଜ୍ଞାନ ଆଧାରରେ ଏକଥା ସ୍ପଷ୍ଟ ହେଲା ଯେ ମନ ହେଉଛି ଚୈତନ୍ୟ ଆତ୍ମାର ଏକ ଶକ୍ତି । ସେ ମନକୁ ଯୋଗ ଯୁକ୍ତ କରିବାର ସରଳ ମାର୍ଗ ପ୍ରଦର୍ଶନ କରିଛନ୍ତି । ସେ ମନର ବିଭିନ୍ନ ସ୍ଥିତିର ବ୍ୟାଖ୍ୟା କରିବା ପୂର୍ବକ ମନକୁ ସମ୍ପୂର୍ଣ୍ଣ ଦିବ୍ୟ ଓ ଶକ୍ତିଶାଳୀ କରିବାର ମାର୍ଗ ଶିକ୍ଷା ହେଇଛନ୍ତି । ସେହି ମାର୍ଗର ନାମ ହେଉଛି ରାଜଯୋଗ । ରାଜଯୋଗର ପଦ୍ଧତି ପୂର୍ଣ୍ଣ ମନୋବୈଜ୍ଞାନିକ ଅଟେ । ଏଠାରେ ପରମାତ୍ମା କୃର୍କ ସେହି ଈଶ୍ୱରୀୟ ମନୋବିଜ୍ଞାନ ବା ରାଜଯୋଗ ଉପରେ ଆଲୋଚନା କରାଯାଇଛି ।
କଳ୍ପ ପ୍ରାରମ୍ଭରେ ସର୍ବ ପ୍ରଥମେ ଏହି ସୃଷ୍ଟିରେ ଅବତରିତ ହୋଇ ଦେହଧାରଣ କରିଥିବା ଆତ୍ମାଗଣଙ୍କ ଶକ୍ତିରେ ତାରତମ୍ୟ ଥିଲା । ଅର୍ଥାତ ଅନାଦି ରୂପରେ ଆତ୍ମାଗଣଙ୍କ ଶକ୍ତି ଭିନ୍ନ ଭିନ୍ନ ଅଟେ । ସମ୍ପୂର୍ଣ୍ଣ ଶକ୍ତି ବିଶିଷ୍ଟ ଆତ୍ମାକୁ ଷୋହଳ କଳା ସମ୍ପନ୍ନ ବୋଲି କୁହାଯାଏ । ଷୋହଳ କଳା ଅର୍ଥାତ୍ ଶହେ ପ୍ରତିଶତ ବା ୯ଠ ଡିଗ୍ରୀ । ଏହି ଶକ୍ତି ବା ଗୁଣଗୁଡିକର ତାରତମ୍ୟ ଆଧାରରେ ଆତ୍ମାଗଣ ଚତୁର୍ଯୁଗ ବିଶିଷ୍ଟ ଗୋଟିଏ କଳ୍ପର ବିଭିନ୍ନ କାଳଖଣ୍ଡରେ ମୂଳବାସସ୍ଥାନ ପରମାଧାମରୁ ଭୂପୃଷ୍ଠକୁ ଆସି ମନୁଷ୍ୟ ଶରୀର ଧାରଣ କରନ୍ତି ।
ମନରେ ଉପôନ୍ନ ହେଉଥିବା ସଂକଳ୍ପ ପ୍ରକମ୍ପନ (ଠସଭକ୍ସବଗ୍ଧସକ୍ଟଦ୍ଭ) ରୂପରେ ଚତୁର୍ଦ୍ଧିଗରେ ପ୍ରସାରିତ ହୋଇଥାଏ । ସେହି ପ୍ରମ୍ପନଗୁଡିକର ଗତି ଅତ୍ୟନ୍ତ ତୀବ୍ର । ଏଗୁଡିକ ମୁହୂର୍କ ମଧ୍ୟରେ ଅସଂଖ୍ୟ କିଲୋମିଟର ଦୂରକୁ ପହିପାରେ । ମନରେ ଅନବରତ ସଂକଳ୍ପର ପ୍ରବାହ ହେତୁ ଆତ୍ମାର ଶକ୍ତି କ୍ରମଶଃ କ୍ଷୀଣ ହେବାକୁ ଲାଗେ । କାରଣ ଆତ୍ମାର ଶକ୍ତି ସ ଂକଳ୍ପ ରୂପରେ ହିଁ ବର୍ହିଗତ ହୋଇଥାଏ । ସଂକଳ୍ପଗୁଡିକ ଦ୍ୱାରା ମନର ଶକ୍ତି ତୀବ୍ର ଭାବରେ କ୍ଷୟ ହୋଇଥାଏ । ଦୈନିନ୍ଦନ କାର୍ଯ୍ୟ ବ୍ୟବହାର ପାଇଁ ଆବଶ୍ୟକ ସଂକଳ୍ପଗୁଡିକ ସାଧାରଣ ସଂକଳ୍ପ ପର୍ଯ୍ୟାୟ ଭୁକ୍ତ । ଏଗୁଡିକଦ୍ୱାରା ଖୁବ୍ କମ ଶକ୍ତିର ଉପଯୋଗ ହେଉଥିବାରୁ କ୍ଷୟର ପରିମାଣ ମଧ୍ୟ ତଦନୁପାତରେ ହୋଇଥାଏ । ଧୀର ମନରେ ଯେତିକି କମ ସଂକଳ୍ପ ଉପôନ୍ନ ହେବ ମନ ସେତିକି ଶକ୍ତିଶାଳୀ ହେବ । ଅଧିକ ସଂକଳ୍ପ ମନକୁ ଦୁର୍ବଳ କରିଦିଏ । ଯେଉଁ ସଂମ୍ପୂର୍ଣ୍ଣ ଶକ୍ତି ସମ୍ପନ୍ନ ଆତ୍ମା ପରମଧାମରୁ ପୃଥ୍ୱୀକୁ ଆସେ ତା’ମନରେ ଉପôନ୍ନ ହେଉଥିବା କିଛି ସଂକଳ୍ପ ହେତୁ ଅଳ୍ପ ମାତ୍ରାରେ ଶକ୍ତିର ଉପଯୋଗ ହେଉଥାଏ । ଏଥିପାଇଁ ସତ୍ୟ ଯୁଗରେ ବିକର୍ମ ବା ବିକଳ୍ପ ହେଉନ ଥିଲେ ମଧ୍ୟ ଆତ୍ମାର କଳା କ୍ରମଶଃ ହ୍ରାସ ହେବାକୁ ଲାଗେ । କିନ୍ତୁ ଦ୍ୱାପର ଯୁଗରେ ମନୁଷ୍ୟ ବିକାର ସମୂହର ବଶବର୍ୀ ହୋଇ ବିକର୍ମ କରେ ଯଦ୍ଧ୍ୱାରା ତା’ ମନରେ ବ୍ୟର୍ଥ ସଂକଳ୍ପଗୁଡିକ ଉପôନ୍ନ ହୋଇଥାଏ । ଏହି ସଂକଳ୍ପଗୁଡିକର ବେଗ ତୀବ୍ର ହୋଇଥିବାରୁ ଆତ୍ମାର କଳା ମଧ୍ୟ ତଦନୁରୂପ ହ୍ରାସ ପାଇଥାଏ ।
ଦ୍ୱାପର ଯୁଗରୁ କଳିଯୁଗର ଅନ୍ତ ପର୍ଯ୍ୟନ୍ତ ବିକର୍ମଗୁଡିକ ହେତୁ ଆତ୍ମାର ଅତ୍ୟଧିକ ଶକ୍ତି କ୍ଷୀଣ ହୋଇଯାଏ । ଆତ୍ମାର ପାପକର୍ମ ସଂସ୍କାର ରୂପରେ ତା ମଧ୍ୟରେ ମୁଦ୍ରିତ ହୋଇଥାଏ । ତେଣୁ ଖରାପ ସଂସ୍କାରଗୁଡିକ କାରଣରୁ ସଂକଳ୍ପର ଗତି ତୀବ୍ର ହେଉଥିବାରୁ ସଂକଳ୍ପର ପ୍ରକମ୍ପନ ରୂପରେ ଆତ୍ମାର ଶକ୍ତି କ୍ଷୟ ହେବାକୁ ଲାଗେ । ପାପ କର୍ମର ଅନ୍ତିମ ପରିଣାମ ହେଉଛି ଆତ୍ମା ମଧ୍ୟରେ ଥିବା ସମ୍ପୂର୍ଣ୍ଣ ଶକ୍ତିର ହ୍ରାସ । ଏହି କ୍ଷୀଣ ଶକ୍ତି ସମ୍ପନ୍ନ ଆତ୍ମାକୁ ପୂର୍ଣ୍ଣ ଶକ୍ତି ସମ୍ପନ୍ନ ସ୍ତର ପର୍ଯ୍ୟନ୍ତ ପହାଇବା ପାଇଁ ରାଜଯୋଗ ହିଁ ଏକମାତ୍ର ମାଧ୍ୟମ ।
ରାଜଯୋଗ କ’ଣ?
ଗୋଟିଏ ବାକ୍ୟରେ ରାଜଯୋଗର ଅର୍ଥ ହେଉଛି ନିଜକୁ ଅଶରୀରୀ ଆତ୍ମା ନିଶ୍ଚୟ କରି ମନ ଓ ବୁଦ୍ଧିକୁ ପରମାତ୍ମା ସ୍ବରୂପରେ ଏକାଗ୍ର କରିବା । ମନରେ ଉପôନ୍ନ ହେଉଥିବା ସଂକଳ୍ପ ସମୂହର ଗତିକ୍ୁ ହ୍ରାସ କରି ନିଃସଂକଳ୍ପ ସ୍ଥିତି ପର୍ଯ୍ୟନ୍ତ ପହାଇଲେ ନିଜକୁ ଦେହଠାରୁ ଏକ ପୃଥକ ସା ଅଶରୀରୀ ଆତ୍ମା ରୂପେ ଅନୁଭବ କରି ହୁଏ । ଏହା ହେଉଛି ଗହନ ନୀରବ (ଊରରକ୍ଟ୍ର ଝସକ୍ଷରଦ୍ଭମର) ଅବସ୍ଥା । ଏହି ସ୍ଥିତିରେ ଆତ୍ମା ପରମ ଶାନ୍ତି ଅନୁଭବ କରିଥାଏ । କାରଣ ଏହି ପ୍ରକାର ମନର ଶକ୍ତି ପ୍ରବାହ ବନ୍ଦ ହୋଇଯାଏ । ଏଣୁ ଶକ୍ତି କମ ହୁଏ ନାହିଁ । ଅର୍ଥାତ୍ ତା’ର କଳା ହ୍ରାସ ହୁଏ ନାହିଁ ।
ବର୍ମାନ ପର୍ଯ୍ୟନ୍ତ ପ୍ରଚଳିତ ଯୋଗ ଅପୂର୍ଣ୍ଣ
ଆଜି ପର୍ଯ୍ୟନ୍ତ ପ୍ରଚଳିତ ସମସ୍ତ ଯୋଗର ଅନ୍ତିମ ସ୍ଥିତି ନିଃସଂକଳ୍ପ ସମାଧି ବା ଭାବାତୀତ ଅବସ୍ଥା । ମନର ସଂକଳ୍ପ ଗୁଡିକ ଶୂନ୍ୟ କରିଦେବା ଦ୍ୱାରା ଶକ୍ତି ହ୍ରାସ ବନ୍ଦ ହୋଇଯାଏ ସତ କିନ୍ତୁ ଶକ୍ତି ବୃଦ୍ଧି ହୁଏ ନାହିଁ । ଏଥିପାଇଁ ଏହି ଯୋଗ ଗୁଡିକ ଦ୍ୱାରା ରହବା ପରକାଳ ପାପକର୍ମ ଜନିତ ସଂସ୍କାର ବା ବିକର୍ମ ବିନାଶ ହୁଏ ନାହିଁ । ଅନ୍ୟ ଅର୍ଥରେ ଆତ୍ମା ମୁକ୍ତି ପାଏ ନାହିଁ । ଯୋଗାଭ୍ୟାସ କରୁଥିବା ପର୍ଯ୍ୟନ୍ତ ସାଧକ ନିଜ ମଧ୍ୟରେ ଶକ୍ତି ଅନୁଭବ କରୁଥାଏ । ଯେତେବେଳେ ଅଭ୍ୟାସରୁ ନିବୃ ହୁଏ ସେତେବେଳେ ତା’ର ପୂର୍ବ ସ୍ଥିତି ଫେରିଆସେ । ଏଥିପାଇଁ ଆତ୍ମିକ ସ୍ବରୂପରେ ସ୍ଥିତ ହେବା ଅର୍ଥାତ ନିଃସଂକଳ୍ପ ସ୍ଥିତି ପର୍ଯ୍ୟନ୍ତ ପହିବା ଯୋଗ ନୁହେଁ । ଯୋଗର ଅର୍ଥ ଆତ୍ମାର ସମ୍ବନ୍ଧ ପରମାତ୍ମାଙ୍କ ସହିତ ଯୋଡିବା । ଯୋଗ ଦର୍ଶନରେ ମଧ୍ୟ ଏକଥା କୁହାଯାଇଛି । କିନ୍ତୁ ପରମାତ୍ମାଙ୍କ ନାମ,ରୂପ, ଗୁଣ, ଆଦି ବିଷୟରେ ସ୍ପଷ୍ଟ ଜ୍ଞାନ ନ ଥିବାରୁ ସାଧକ ତାଙ୍କ ସହିତ ସମ୍ବନ୍ଧ ଯୋଡିବାରେ ଅସମର୍ଥ ହୁଏ । ଏଣୁ ତା’ର ଆତ୍ମିକ ଶକ୍ତି ବୃଦ୍ଧି ହୁଏ ନାହିଁଁ, ବରଂ ହ୍ରାସ ହୋଇ ·ଲିଛି । ଏଥିପାଇଁ ମନୁଷ୍ୟ ସମସ୍ତ ପ୍ରଚେଷ୍ଟା ସେ୍ୱ ସଂସାରକୁ ପତନରୁ ରକ୍ଷା କରିପାରି ନାହିଁ ।
ଯୋଗର ମନୋବୈଜ୍ଞାନିକ ବିଶ୍ଲେଷଣ
ଯେତେବେଳେ ଜଣେ ସାଧକ ନିଜ ଶରୀର ଓ ସଂସାର ସମ୍ବନ୍ଧିତ ସମସ୍ତ ସଂକଳ୍ପରୁ ମନକୁ ନିବୃ କରି ଆତ୍ମିକ ସ୍ଥିତିରେ ଅବସ୍ଥାନ ପୂର୍ବକ ବୁଦ୍ଧିକୁ ପରମଧାମରେ ପରମାତ୍ମାଙ୍କ ସ୍ବରୂପ ଉପରେ କେନ୍ଦ୍ରିତ କରେ ସେତେବେଳେ ଏହା ରାଜଯୋଗ ନାମରେ ନାମିତ ହୁଏ । ଏହି ଭୌତିକ ସଂସାରରେ ପ୍ରତ୍ୟେକ ପଦାର୍ଥ ପରସ୍ପର ମଧ୍ୟରେ ସମ୍ବନ୍ଧିତ । ଚକ୍ଷୁ ଗୋଚର ପ୍ରତ୍ୟେକ ବସ୍ତୁ ସହିତ ଆମର ସମ୍ପର୍କ ଯୋଡି ହୋଇଯାଏ । ଅନ୍ତଃକରଣରେ ସେଗୁଡିକର ପ୍ରତିଛବି ସିତ ହୋଇ ରହେ । ତେଣୁ ତତ୍ ସମ୍ପର୍କିତ ସଂକଳ୍ପ ଗୁଡିକ ମଧ୍ୟ ମନରେ ଜାତ ହାଇଥାଏ । ଏହା ଫଳରେ ପ୍ରକମ୍ପନ ମାଧ୍ୟମରେ ସେହି ବସ୍ତୁ ସହିତ ଆମର ସମ୍ପର୍କ ହୋଇଯାଏ ଏବଂ ଶକ୍ତିର ଆଦାନ -ପ୍ରଦାନ ହେବାକୁ ଲାଗେ ।
ଆମ ମନରୁ ଉପôନ୍ନ ହୋଇ ପ୍ରସାରିତ ହେଉଥିବା ସମସ୍ତ ପ୍ରକମ୍ପନ ପ୍ରକୃତି ଉପରେ ମଧ୍ୟ ପ୍ରଭାବ ପକାଇଥାଏ । ଯେତେବେଳେ ଆମେ ଦୂରବର୍ୀ କୌଣସି ବ୍ୟକ୍ତିଙ୍କୁ ମନେ ପକାଉ ସେତେବେଳେ ଆମର ସଂକଳ୍ପ ପ୍ରକମ୍ପନ ଦ୍ୱାରା ତୁରନ୍ତ ସେଠାରେ ଯାଏ ।ଏହିପରି ଆମର ପ୍ରତ୍ୟେକ ସଂକଳ୍ପ ଅନ୍ୟମାନଙ୍କୁ ପ୍ରଭାବ କରିଥାଏ । ମନେରେ ଉପôନ୍ନ ହେଉଥିବା ସଂକଳ୍ପ ଅନୁରୂପ ପ୍ରଭାବ ପଡିଥାଏ । ଅର୍ଥାତ ମନରେ ସକାରାତ୍ମକ ସଂକଳ୍ପ ଉପôନ୍ନ ହେଲେ ସକାରାତ୍ମକ ପ୍ରଭାବ ଓ ନିକାରାତ୍ମକ ସଂକଳ୍ପ ଉପôନ୍ନ ହେଲେ ନକାରାତ୍ମକ ପ୍ରଭାବ ପଡେ । ଏହି ସିଦ୍ଧାନ୍ତ ମନୋବୈଜ୍ଞାନ ମଧ୍ୟ ସତ୍ୟ ବୋଲି କରିଛି । ଏଣୁ ଯୋଗାଭ୍ୟାସ ବେଳେ ଆମେ ଯେତେବେଳେନ ନିଜ ବୁଦ୍ଧିକୁ ପରମାତ୍ମାଙ୍କ ସ୍ପରୂପ ଉପରେ କେନ୍ଦ୍ରିତ କରୁ ସେତେବେଳେ ତାଙ୍କ ସହିତ ସ୍ବତଃ ସମ୍ପର୍କ ସ୍ଥାପିତ ହୋଇଯାଏ । ଏହାକୁ ଶକ୍ତି ସମ୍ପର୍କ (ଋକ୍ସରକ୍ସଗ୍ଦଚ୍ଚ ଉକ୍ଟଦ୍ଭଗ୍ଧବମକ୍ଷ) କୁହାଯାଏ । ଏହାଦ୍ୱାରା ଆତ୍ମା ମଧ୍ୟରେ ସର୍ବଶକ୍ତିବାନ ପରମାତ୍ମାଙ୍କ ଶକ୍ତି ସମୂହର ପ୍ରବାହ ହୋଇଥାଏ ଓ ଆତ୍ମା କ୍ରମଶଃ ଶକ୍ତିଶଳୀ ହୁଏ । ଆତ୍ମାରେ ଈଶ୍ୱରୀୟ ଶକ୍ତି ସାର ହେଲେ ଜନ୍ମ ଜନ୍ମାନ୍ତରର ବିକାରୀ ସଂସ୍କାର ନଷ୍ଟ ହୁଏ ଓ ରିକ୍ତ ସ୍ଥାନରେ ଦୈବୀ ସଂସ୍କାର ପିତ ହୋଇ ରହେ । ଏହି କ୍ରିୟା ଅବ୍ୟାହତ ରହିଲେ କ୍ଷମତା ଶକ୍ତି ସମ୍ପନ୍ନ ଆତ୍ମାର କଳା ଧିରେ ଧିରେ ବୃଦ୍ଧି ହୋଇ ପୂର୍ଣ୍ଣତା ପାଇଥାଏ । ଏହିପରି ରାଜଯୋଗ ଦ୍ୱାରା ବିକର୍ମ ବିନାଶ କରି ଯୋଗୀ ମୁକ୍ତି ଓ ଜୀବନ୍ମୁକ୍ତି (ଦେବ ପଦ) ଅବସ୍ଥା ପ୍ରାପ୍ତ କରିଥାଏ ।
ବାତାବରଣ, ପ୍ରକୃତି ଓ ଜୀବ ଜଗତ ଉପରେ ସଂକଳ୍ପର ପ୍ରଭାବ
ବୈଦିକ ବିଦ୍ୱାନମାନଙ୍କ ମତରେ ଯଜ୍ଞ ଦ୍ୱାରା ବାତାବରଣ ଶୁଦ୍ଧ ହୁଏ । ବର୍ମାନ ଦ୍ରୁତ ସଂଖ୍ୟାରେ ବୃଦ୍ଧି ପାଉଥିବା କଳକାରଖାନା ଓ ଯାନବାହନରୁ ନିର୍ଜତ ବିଷାକ୍ତ ଧୂଆଁ ହେତୁ ବାତାବରଣ ଏକ ଚିନ୍ତାଜନକ ସ୍ତର ପର୍ଯ୍ୟନ୍ତ ପ୍ରଦୁଷିତ ହୋଇଛି । ଏପରି ପରିସ୍ଥିତିରେ ବାତାବରଣକୁ ଶୁଦ୍ଧ କରିବାରେ ଯଜ୍ଞର ପ୍ରଭାବ ଅତି ନଗଣ୍ୟ । ଏଠାରେ ପ୍ରଣିଧାନ ଯୋଗ୍ୟ ବିଷୟଏହି ଯେ ମୁନଷ୍ୟର ଅଶୁଦ୍ଧ ସଂକଳ୍ପ ହେଉଛି ବାତାବରଣକୁ ଦୁଷିତ କରିବାର ଅଶୁଦ୍ଧ ସଂକଳ୍ପ ହେଉଛି ବାତାବରଣ ଦୁଷିତ କରିବାର ପ୍ରଧାନ କାରଣ । କୌଣସି ଆଶ୍ରମର ବାତାବରଣ ସେଠାରେ ଅବସ୍ଥାନ କରୁଥିବା ମନୁଷ୍ୟ ମାନଙ୍କ ପବିତ୍ର ସଂକଳ୍ପ କାରଣରୁ ହିଁ ପବିତ୍ର ଓ ଶାନ୍ତି ହୋଇଥାଏ । ତେଣୁ ସେଠାରେ ମନ ଶାନ୍ତି ଓ ପ୍ରେରଣାଦାୟକ ହୋଇଥାଏ । ଆଜି ମାନବ ସମାଜରେ ଅଳ୍ପ କେତେକ ସକାରାତ୍ମକ ବି·ର ସମ୍ପନ୍ନ ଆଧ୍ୟାତ୍ମିକ ମୁନଷ୍ୟ ଓ ସାଧକମାନଙ୍କ ବ୍ୟତୀତ ଅନ୍ୟ ସମସ୍ତେ ଅଶୁଦ୍ଧ ସଂକଳ୍ପ ଦ୍ୱାରା ଦ୍ୱାରା ବାତାବରଣକୁ ଦୂଷିତ କରୁଛନ୍ତି । ଏହି ପ୍ରଦୁଷଣ ର ନିରାକରଣ କୌଣସି ସ୍ଥୂଳ ଯଜ୍ଞ ଦ୍ୱାରା ସମ୍ଭବ ନୁହେଁ । ଏହାର ଏକମାତ୍ର ଶୁଦ୍ଧିକରଣ ବିଧି ହେଉଛି ସଂପ୍ରତି ପ୍ରଜାପିତା ବ୍ରହ୍ମା ମାଧ୍ୟମରେ ପରମଧାମ ନିବାସୀ ପରମପିତା ପରମାତ୍ମା ଶିବଙ୍କ ପ୍ରଦ ସହଜ ରାଜଯୋଗ ।
ଆତ୍ମା ଯୋଗଯୁକ୍ତ ହୋଇ ଶାନ୍ତି ସ୍ବରୂପରେ ସ୍ଥିତି ହେଲେ ଚତୁର୍ଦ୍ଧିଗରେ ଶାନ୍ତିର ପ୍ରକମ୍ପନ ପ୍ରସାରିତ ହୁଏ । ଏହାଦ୍ୱାରା ଅଶୁଦ୍ଧ ସଂକଳ୍ପ ଜନିତ ଅଶାନ୍ତି ପ୍ରକମ୍ପନ ନଷ୍ଟ ହୋଇଥାଏ । ସେହିପରି ଯୋଗ ଦ୍ୱାରା ଜଣେ ବ୍ୟକ୍ତି ଯେତେବେଳେ ପବିତ୍ରତାର ପ୍ରକମ୍ପନ ପ୍ରସାରଣ କରେ ସେତେବେଳେ ବିକାର ସମୂହରେ ଲିପ୍ତ ଦୂଷିତ ବାତାବରଣ ସ୍ବଚ୍ଛ ହେବାକୁ ଲାଗେ । ଏହିପରି ଜଣେ ରାଜଯୋଗୀ ସତତ ଯୋଗ ଯୁକ୍ତ ହୋଇ ବାୟୁମଣ୍ଡଳକୁ ପବିତ୍ର କରିଥାଏ । ତେଣୁ କେହି ନିଜର ଦୁର୍ବଳ ସ୍ଥିତି ପାଇଁ ବାତାବରଣକୁ ଦୋଷ ଦେବା ଠିକ ନୁହେଁ । ଆମେ ·ହିଁଲେ ଆମର ପବିତ୍ର ବି·ର ଦ୍ୱାରା ଆମ ଚତୁର୍ଦ୍ଧିଗର ବାତାବରଣକୁ ପରିବର୍ନ କରିପାରିବା । ଆମ ମନରୁ ଉପôନ୍ନ ହେଉଥିବା ବି·ର ସମୂହର ପ୍ରକମ୍ପନ ଆମ ଚତୁର୍ଦ୍ଧିଗରେ ଏକ ପ୍ରକାଶ ବଳୟ ସୃଷ୍ଟି କରିଥାଏ । ଯଦି ଆମେ ପବିତ୍ର ଓ ଉଚ୍ଚ ବି·ରରେ ଯୋଗଯୁକ୍ତ ରହିବା ତେବେ ଆମ ଚତୁର୍ଦ୍ଧିଗରେ ଏକ ପ୍ରକାଶ ବଳୟ ସୃଷ୍ଟି କରିଥାଏ । ଯଦି ଆମେ ପବିତ୍ର ଓ ଉଚ୍ଚ ବି·ରରେ ଯୋଗଯୁକ୍ତ ରହବିା ତେବେ ଆମ ଚତୁର୍ଦ୍ଧିଗରେ ପ୍ରସାରିତ ପ୍ରକାଶ ବଳୟ ଏକ ରକ୍ଷକ ଭଳି ଆମ ସହିତ ରହିବ ଓ କୌଣସି ମାୟାବୀ ବାତାବରଣର ପ୍ରଭାବ ଆମ ଉପରେ ପଡିବ ନାହିଁ । ଏହିପରି ଜଣେ ନିଜ ଇଚ୍ଛାନୁସାରେ ବାତାବରଣକୁ ପ୍ରତିକୂଳ ବା ଅନୁକୂଳ ବନାଇ ଥାଏ । ପ୍ରତ୍ୟେକ ଯୋଗାଭ୍ୟାସୀ ବା ଅନୁକୂଳ ବନାଇ ଥାଏ । ପ୍ରତ୍ୟେକ ଯୋଗାଭ୍ୟାସୀ ଏହି ବିଧି ଅନୁସରଣ କରି ନିଜ ଶୟନ କକ୍ଷର ବାତାବରଣକୁ ଶକ୍ତିଶାଳୀ ବନାଇ ବା ଉଚିତ ।
ମନୋବୈଜ୍ଞାନିକଗଣ ପ୍ରକୃତି ଓ ଜୀବଜଗତ ଉପରେ ପ୍ରକମ୍ପନର ପ୍ରଭାବ ବିଷୟରେ ଗବେଷଣା କରିବା ପାଇଁ ଦୁଇଟି ସମାନ କିସମର ବୃକ୍ଷ ଳଉପରେ ପ୍ରୟୋଗ କଲେ । ଗୋଟିଏ ବୃକ୍ଷ ନିକଟରେ ବସି ପ୍ରତିଦିନ ଉମ ବି·ର କରିବା କିମ୍ବା ମଧୁର ସଙ୍ଗୀତ ବଜାଇବା ପାଇଁ କେତେଜଣଙ୍କୁ କହିଲେ । ଆଉ କିଛି ଲୋକଙ୍କୁ ଅନ୍ୟ ବୃକ୍ଷ ନିକଟରେ ବସି ବ୍ୟର୍ଥ ଓ ଘୃଣାତ୍ମକ ବି·ର କରିବା ପାଇଁ କସିଲେ । କିଛି ଦିନ ଏପରି ପ୍ରୟୋଗ କଲାପରେ ସେମାନେ ଦେଖିଲେ ଯେ ଉଭୟ ବୃକ୍ଷ ଓ ସେ ଦ୍ୱୟର ଫୁଲରେ ଅନେକ ଅନ୍ତର ଆସିଛି । ଏହିପରି ଜଣେ ଚିନ୍ତିତ ଓ ଉଦାସ ବ୍ୟକ୍ତିର ଅନ୍ତର ଆସିଛି । ଏହିପରି ଜଣେ ପ୍ରସନ୍ନ ଓ ଖୁସିରେ ରହୁଥିବା ପରିବାରର ପ୍ରାଙ୍ଗଣରେ ଥବା ବୃକ୍ଷରେ ଅନ୍ତର ଦେଖାଯାଇଥାଏ । ଏଥିରୁ ସ୍ପଷ୍ଟ ହୁଏ ଯେ ମନୁଷ୍ୟ ମନରେ ଉପôନ୍ନ ହେଉଥିବା ସଂକଳ୍ପ ସମୂହର ପ୍ରଭାବ ପ୍ରକୃତି ଉପରେ ପଡ଼ିଥାଏ । ଏହିପରି ମନୁଷ୍ୟର ମନୋସ୍ଥିତିର ପ୍ରଭାବ ପଶୁପକ୍ଷୀଙ୍କ ଉପରେ ମଧ୍ୟ ପଡିଥାଏ । ତ ପୋବନରେ ପ୍ରତିପାଳିତ ଅବସ୍ଥାପିତ ହିଂସ୍ର ପ୍ରାଣୀମାନେ ମଧ୍ୟ ଅହିଂସକ ହୋଇଯାନ୍ତି । ସ୍ନେହ ଓ ପ୍ରେମ ବଳରେ ସିଂହ, ବାଘ ପ୍ରଭୃତି ହିଂସ୍ରାକ ପ୍ରାଣୀମାନଙ୍କୁ ମଧ୍ୟ ଗୃହପାଳିତ ଅହିଂସାକ ପଶୁମାନଙ୍କ ସଦୃଶ ପୋଷ ମନା ଯାଇପାରୁଛି ।
କଥିତ ଅଛି ସତ୍ୟଯୁଗରେ ବାଘ ଓ ଗାଈ ଅହିଂସକ ଭାବରେ ଏକତ୍ର ଅବସ୍ଥାନ କରୁଥିଲେ ତଥା ପ୍ରକୃତି ମଧ୍ୟ ସୁଖଦାୟୀ ଓ ସତୋପ୍ରଧାନ ଥିଲା । ବର୍ମାନ କଳିଯୁଗ ଅନ୍ତିମ ଚରଣରେ ପରମାତ୍ମôା ଶିବ ପ୍ରଜାପିତା ବ୍ରହ୍ମା ଶରୀରରେ ଆମକୁ ରାଜଯୋଗ ଶିକ୍ଷା ଦେଉଛନ୍ତି । କାରଣ ଆମ ଦ୍ୱାରା ହିଁ ସେ ସତ୍ୟଯୁଗର ପୁନର୍ସ୍ଥାପଯ କରିବେ । ତେଣୁ ଆମେ ସଂଗମଯୁଗୀୟ ବ୍ରାହ୍ମଣ ଆତ୍ମାମାନେ ଆମ ଯୋଗର ପବିତ୍ର ପ୍ରକମ୍ପନ ଦ୍ୱାରା ବାତାବରଣ, ପ୍ରକୃତି ଓ ମନୁଷ୍ୟ ସହିତ ସମସ୍ତ ପ୍ରାଣୀ ଜଗତକୁ ସତୋପ୍ରଧାନ ବନାଇବାର କ୍ରାନ୍ତିକାରୀ ପଦେକ୍ଷପ ନେବା ଉଚିତ । ଯୋଗର ଶକ୍ତିଶାଳୀ ପ୍ରକମ୍ପନ ଦ୍ୱାରା ପଦାର୍ଥ ଇଲୋକ୍ଟ୍ରୋନ୍ସର ଗତିକୁ ମଧ୍ୟ ପ୍ରଭାବିତ କରାଯାଇ ପାରେ । ବିଜ୍ଞାନଛାତ୍ରମାନେ ଏକ କଥା ଜାଣନ୍ତି ଯେ ପ୍ରତ୍ୟେକ ପଦାର୍ଥର ନୁ୍ୟକ୍ଳିୟସର ଚତୁର୍ଦ୍ଧିଗରେ ବିଭିନ୍ନ କକ୍ଷରେ ଘୂର୍ଣ୍ଣାୟମାନ ଇଲୋକ୍ଟ୍ରୋନ୍ସର ଗତି ଆଧାରରେ ତାର କୁଣଧର୍ମ ହୋଇଥାଏ । ଯୋଗର ଶକ୍ତିଶାଳୀ ପ୍ରକମ୍ପନ ଦ୍ୱାରା ଉେଜିତ ହୋଇ ପ୍ରତ୍ୟେକ ଇଲୋକ୍ଟ୍ରେନ୍ସ ନିଜ ନିଜ କକ୍ଷ ପରିବର୍ନ କରି ଦିଅନ୍ତି ଯଦ୍ୱାରା ସଂପୃକ୍ତ ପଦାର୍ଥ ବା ତ୍ୱର ଗୁଣ ଓ ଧର୍ମରେ ପରିବର୍ନ ଆସିଥାଏ ଏହିପ୍ରକାରେ ତମୋପ୍ରାଧନ ପ୍ରକୃତିସ୍ୱ ପ୍ରଧାନରେ ରୂପାନ୍ତରିତ ହୋଇ ନବଯୁଗ ନିର୍ମାଣର ପଥ ପ୍ରଶସ୍ତ କରେ ।
ଉପରୋକ୍ତ ଆଲୋଚନାରୁ ଏହା ସ୍ପଷ୍ଟ ହୁଏ ଯେ ଯୋଗୀର ପ୍ରତ୍ୟେକ ସଂକଳ୍ପର ପ୍ରଭାବ ପ୍ରକୃତି ଉପରେ ପଡେ । ତେଣୁ ଜଣେ ଶକ୍ତିଶାଳୀ ଯୋଗୀ ପ୍ରକୃତିକୁ ଅଧୀନ କରିପାରେ । ଏହି ସିଦ୍ଧି ସ୍ବରୂପ ପ୍ରାପ୍ତ କରିବା ପାଇଁ ପ୍ରତ୍ୟେକ ରାଜଯୋଗାଭ୍ୟାସୀମାନଙ୍କୁ ନିଜ ମନରେ ଉପôନ୍ନ ପ୍ରତ୍ୟେକ ସଂକଳ୍ପକୁ ଶାକ୍ତିଶାଳୀ କରିବାକୁ ପଡିବ ଓ ସର୍ବଦା ସତର୍କ ରହିବାକୁ ପଡିବ ଯେ ଯେପରି ଗୋଟିଏ ମଧ୍ୟ ସଂକଳ୍ପ ବ୍ୟର୍ଥ ନ ହୁଏ ।
Comments
Post a Comment