Posts

ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱ ବିଦ୍ୟାଳୟର ପରିଚୟ

Image
ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱ ବିଦ୍ୟାଳୟର ପରିଚୟ ୧) ବିଷୟ ପ୍ରବେଶ: ପ୍ରଥମ ଦିନ ଜିଜ୍ଞାସୁ ଯେତେବେଳେ ସେବା କେନ୍ଦ୍ରକୁ ଆସନ୍ତି ସେତେବେଳେ ସେ କିପରି ଓ କାହିଁକି ଆସିଛନ୍ତି ସେ ବିଷୟରେ ତାଙ୍କୁ ପ·ରିବା ଉଚିତ । ତତ୍ପଶ୍ଚାତ ତାଙ୍କୁ ବିଦ୍ୟାଳୟର ପରିଚୟ ଦେବେ । ପରିଚୟ ଦେଇସାରିବା ପରେ ଜିଜ୍ଞାସୁଙ୍କ ପ୍ରତିକ୍ରିୟା ଜାଣିବା ଆବଶ୍ୟକ । ଶେଷରେ ଫର୍ମ ପୂରଣ କରାଇବେ । ୨) ଜିଜ୍ଞାସୁଙ୍କୁ ପରଖିବା ସମ୍ବନ୍ଧିତ ବିଷୟ କ) କେଉଁ ଉଦ୍ଧେଶ୍ୟ ନେଇ ଜିଜ୍ଞାସୁ ସେବା କେନ୍ଦ୍ରକୁ ଆସିଛନ୍ତି ସେ ବିଷୟରେ ତାଙ୍କ ସହିତ କଥାବାର୍ା କରି ଜାଣିବାକୁ ଚେଷ୍ଟା କରନ୍ତୁ । କୌଣସି ବ୍ୟକ୍ତି ସହିତ କିଛି ସମୟ କଥାବାର୍ା କଲେ ତା’ର ଦୃଷ୍ଟି ଓ ବୃି ବିଷୟରେ ଜଣାପଡିଯାଏ । ତେଣୁ ଜିଜ୍ଞାସୁ ସହିତ କଥାବାର୍ା ବେଳେ ନିଜକୁ ଶକ୍ତିଶାଳୀ ସ୍ଥିତିରେ ରଖିବାକୁ ହେବ । ଖ) ତତ୍ପଶ୍ଚାତ ଜିଜ୍ଞାସୁଙ୍କୁ ପ·ରନ୍ତୁ ଯେ ସେ କେଉଁଠାରୁ ଆସିଛନ୍ତି ଓ ତାଙ୍କୁ କିଏ ପଠାଇଛନ୍ତି । କେତେକ ବିଦ୍ୟାର୍ଥୀ ସେବା କେନ୍ଦ୍ରର ବୋର୍ଡ ଦେଖି ଆସିଥାନ୍ତି । ଆଉ କେତେକ ଆଧ୍ୟାତ୍ମିକ ପ୍ରଦର୍ଶନୀ ଦେଖି ଆସିଥାନ୍ତି । ମାଉ ଆବୁ ପରିଦର୍ଶନ ବେଳେ ସେଠାରେ ଥିବା ମୁଖ୍ୟାଳୟରୁ ଈଶ୍ୱରୀୟ ଜ୍ଞାନ ଓ ରାଜଯୋଗ ବିଷୟରେ ସୂଚନା ପାଇ କେହି କେହି ମଧ୍ୟ ଆସିଥାନ୍ତି । ଅନେକ ସମୟରେ ଦେଖାଯାଇଥାଏ ଯେ କିଛି ଲୋକ କେବଳ ବ୍ରହ୍ମାକୁମାରୀ ଭଉଣୀମାନଙ୍କ ସହିତ...

ଜ୍ଞାନ ପ୍ରବାହ-ଭାଗ - ଏକ

Image
ଜ୍ଞାନ ପ୍ରବାହ (ସନ୍ଥ ଶ୍ରୀ ରାମଚନ୍ଦ୍ର କେଶବ ଡୋଙ୍ଗରେଜୀ ମହାରାଜାଙ୍କ ଶ୍ରୀମଦ୍ ଭାଗବତ୍ ରହସ୍ୟ ଗ୍ରନ୍ଥ ଆଧାରରେ ପ୍ରସ୍ତୁତ) ଭାଗ - ଏକ ମନୁଷ୍ୟ ଆନନ୍ଦକୁ ବାହାରେ ଖୋଜେ । ସେ ନାରୀ ଦେହ, ଧନ ସମ୍ପି ଆଦିରେ ଆନନ୍ଦକୁ ଖୋଜିବୁଲେ । କିନ୍ତୁ ଆନନ୍ଦ ହେଉଛି ମାନବାତ୍ମାର ନିଜସ୍ବ ସ୍ବରୂପ । ଏ କଥା ସେ ଜାଣିନଥାଏ । ପ୍ରତ୍ୟେକଙ୍କ ମଧ୍ୟରେ ଆନନ୍ଦ ବିଦ୍ୟମାନ । ଦୁଧରେ ଥିବା ଲହୁଣି ସାଧାରଣ ଆଖିକୁ ଦେଖାଯାଏ ନାହିଁ । ଦୁଧରୁ ଦହି ତିଆରି କରି ତାକୁ ମନ୍ଥନ କଲେ ଲହୁଣି ବାହାରେ । ଠିକ୍ ଏହିପରି ମାନବକୁ ମନୋମନ୍ଥନ କରି ନିଜ ଭିତରେ ଥିବା ଆନନ୍ଦକୁ ପ୍ରକଟିତ କରିବା ଉଚିତ । ପ୍ରତ୍ୟେକ ଆତ୍ମା ପରମାତ୍ମାଙ୍କ ସନ୍ତାନ । ତଥାପି ମାନବାତ୍ମା ପରମାତ୍ମାଙ୍କୁ ଚିହ୍ନିବାର ପ୍ରଯନô କରେ ନାହିଁ । ଏଣୁ ସେ ଆନନ୍ଦ ଅନୁଭବ କରିପାରିନଥାଏ । ଈଶ୍ୱର (ପରମାତ୍ମା) ଜଗତର ଉପôି (ସ୍ଥାପନା), ସ୍ଥିତି (ପାଳନା) ଓ ବିନାଶର କର୍ା ଅଟନ୍ତି । ସେ ତି୍ରତାପ ବିନାଶ କର୍ା ଓ ସଚ୍ଚିଦାନନ୍ଦ ସ୍ବରୂପ ଅଟନ୍ତି । ମହାବିନାଶ ସମୟରେ ପ୍ରତ୍ୟେକ ଆତ୍ମାଙ୍କୁ ପରମାତ୍ମାଙ୍କ ସହିତ ମିଳିତ ହେବାକୁ ପଡିବ । ନାସ୍ତିକ ମଧ୍ୟ ଶେଷରେ କ୍ଲାନ୍ତ ହୋଇ ଶାନ୍ତି ଖୋଜେ । ଆନନ୍ଦର ଅନେକ ପ୍ରକରଣ ତୈରୀୟ ଉପନିଷଦରେ କୁହାଯାଇଛି । କିନ୍ତୁ ସେ ସବୁ ମଧ୍ୟରୁ ଦୁଇଟି ମୁଖ୍ୟ ଆନନ୍ଦ ହେଉଛି (୧) ସାଧନ ଜନ୍ୟ (୨) ସ୍ବୟଂ ସିଦ୍ଧ ଆନନ୍ଦ । ବିଷୟ ଜନ୍ୟ ଆନନ୍ଦକୁ ସ...

ସାପ୍ତାହିକ ପାଠ୍ୟକ୍ରମ--(ଶିକ୍ଷକ/ଶିକ୍ଷୟତ୍ରୀମାନଙ୍କ ପାଇଁ ଜ୍ଞାତବ୍ୟ ବିଷୟ)

Image
ସାପ୍ତାହିକ ପାଠ୍ୟକ୍ରମ (ଶିକ୍ଷକ/ଶିକ୍ଷୟତ୍ରୀମାନଙ୍କ ପାଇଁ ଜ୍ଞାତବ୍ୟ ବିଷୟ) ୧)ବିଷୟ ପ୍ରବେଶ   ବିଦ୍ୟାର୍ଥୀଙ୍କୁ ସର୍ବ ପ୍ରଥମେ ୭ ଦିନର ଜ୍ଞାନ ଯୋଗ ଓ ଧାରଣା ସମ୍ବନ୍ଧିତ ପାଠ୍ୟକ୍ରମ ଉପରେ ଶିକ୍ଷା ଦେଇ  ତତ୍ପଶ୍ଚାତ୍ ମୂରଲୀ ଶୁଣାଇବା ଉଚିତ । ୨)ବିଦ୍ୟାର୍ଥୀଙ୍କୁ କେଉଁ ଦିନ କ’ଣ କରାଇବେ? କ)ପ୍ରଥମ ଦିନ -ଫର୍ମ ପୂରଣ କରାଇବେ ଏବଂ ବିଦ୍ୟାଳୟର ପରିଚୟ ଦେବେ ବାବା ପ୍ରଥମରୁ ହିଁ ଏହି ସାପ୍ତାହିକ ପାଠ୍ୟକ୍ରମ ପାଇଁ ଏକ ପଦ୍ଧତିର ପ୍ରଚଳନ କରିଛନ୍ତି ଯେ କୌଣସି ନୂଆ ଜିଜ୍ଞାସୁ ସେବା କେନ୍ଦ୍ରକୁ ଆସନ୍ତି ତେବେ ପ୍ରଥମେ ତାଙ୍କ ଦ୍ୱାରା ଫର୍ମ ପୂରଣ କରାଇବାକୁ ହେବ ଓ ପରେ ସଂସ୍ଥା ବିଷୟରେ ପରିଚୟ ଦେବାକୁ ହେବ । ଖ)ଦ୍ୱିତୀୟ ଦିନ-ପ୍ରଥମ ପାଠ (ଆତ୍ମା) ଦ୍ୱିତୀୟ ଦିନ ପ୍ରଥମ ପାଠରେ ଆତ୍ମା ବିଷୟରେ ସମ୍ପୂର୍ଣ୍ଣ ତଥ୍ୟ ପ୍ରଦାନ କରାଯାଇଥାଏ । ଏହା ସହିତ ତତ୍ ସମ୍ବନ୍ଧିତ ଜ୍ଞାନର କେତେକ ବିନ୍ଦୁ ଉପରେ ମଧ୍ୟ ଆଲୋକପାତ କରାଯାଇଥାଏ । ଉଦାହରଣ ସ୍ବରୂପ ଆତ୍ମା ପରମାତ୍ମା ସହିତ ଲୀନ ହୁଏ ନାହିଁ, ଆତ୍ମା ପୁନର୍ଜନ୍ମ ନିଏ, ଆତ୍ମା, ପରମାତ୍ମାଙ୍କ  ଅଂଶ ନୁହେଁ । ଜଣେ ଭଲ ଶିକ୍ଷକ/ଶିକ୍ଷୟତ୍ରୀ ଆଧ୍ୟାତ୍ମିକ ସାହିତ୍ୟଗୁଡିକୁ ଭଲ ଭାବରେ ଅଧ୍ୟୟନ କରିବା ଉଚିତ । ଆଲୋଚନା ପାଇଁ ପ୍ରଥମେ ଗୋଟିଏ ବିଷୟ ସ୍ଥିର କରନ୍ତୁ । ଯଥା;ଆତ୍ମା, ଏହା ଉପରେ ବିଭିନ୍ନ ତଥ୍ୟ ଏକତ୍ରିତ କରନ୍ତୁ । ତେବେ ଏହା ଏକ ...

How to make your own hand sanitizer -Dr Sudhanshu Sekhar Mishra

Image
How to make your own hand sanitizer Washing your hands with soap is better, but if you have no soap and water, hand sanitizer is the second-best thing. Commercial hand sanitizer can get expensive, and with the shortage of hand sanitizer due to  COVID-19 , you may have to resort to making your own. [1]  Making your own hand sanitizer is a simple process that results in a formula you can customize to suit your personal tastes. Choose either alcohol or witch-hazel&tea-tree-oil sanitizer. Make Hand Sanitizer Nothing could be easier! Simply mix the ingredients together and then use the funnel to pour them into the bottle. Screw the pump back onto the bottle and you're ready to go. 01-Gather Your Ingredients Demineralized water-90ml 99% isopropyl alcohol)-100ml Hydrogen peroxide -20ml Glycerin -20ml 02-Mix Ingredients Add all ingredients together in your bowl and mix thoroughly with a spoon. 03-Pour Into Your Bottle Using...

Brahma Kumaris World Spiritual University

Image
Brahma Kumaris World Spiritual University Contents 1 Early history 2 Expansion 3 Beliefs 3.1 Self 3.2 Supreme Soul 3.3 Karma 3.4 Cycle of time 4 Practices 4.1 Meditation 4.2 Good wishes and pure feelings 4.3 Study (Murli) 4.4 Lifestyle 5 Activities 5.1 United Nations 5.2 Indoctrination 5.3 Renewable energy 5.4 Healthcare 5.5 Sustainable Yogic Agriculture 6 Criticism 7 See also 8 References 9 Further reading 10 External links Formation 1936; 83 years ago Founder Lekhraj Kripalani Type Religious organisation Legal status Foundation Purpose Educational, Philanthropic, Religious Studies, Spirituality Headquarters Mount Abu, Rajasthan, India Location 8,500 Centres Coordinates 24.5925°N 72.7083°ECoordinates: 24.5925°N 72.7083°E Area served Worldwide Key people Dadi Janki, Dadi Hirdaya Mohini and Dadi Ratan Mohini Website International India The Brahma Kumaris World Spiritual University is a spiritual movement that originated in Hyderabad, Sindh, d...

Chanakya Niti: Shortcuts to immediate Success

Chanakya Niti: Shortcuts to immediate Success How to achieve success & fame? Acharya Chanakya was a great figure, whose strength of his intellect and abilities have changed the course of Indian history. The co-founder of the Mauryan Kingdom, Chanakya was a skilled politician, an astute diplomat, as well as a renowned eminent economist. Life's struggle and experience If after all these years Chanakya’s principle and policies are relevant even today, then it is only because of his invaluable knowledge and wisdom gained through intense study, contemplation and life experiences, which was entirely free of self-interest and aimed at human welfare. Importance of Chanakya's policy Functioning of the present time’s social structure, governance of the global economy, stated policies and formulas, all prove highly effective and attributed to Chanakya’s policy. Shortcut to success by Chanakya According to Chanakya, attaining success, fame and respect...
ଶ୍ରୀମଦ୍ଭଗବତ୍ ଗୀତା ରହସ୍ୟ ଡାକ୍ତର ସୁଧାଂଶୁ ଶେଖର ମିଶ୍ର  ଭୂମିକା ଶ୍ରୀମଦ୍ ଭଗବତ୍ ଗୀତା – ଅର୍ଥ ଏବଂ ମହ୍ୱ ଶ୍ରୀମଦ୍ ଭଗବତ୍ ଗୀତାର ଅର୍ଥ ହେଉଛି ସାକ୍ଷାତ ଭଗବାନଙ୍କ ଦ୍ୱାରା କଥିତ ବଚନ ସମୂହର (ଶ୍ରୀମତ୍) କାବି୍ୟକ ସଂକଳନ  । କେହି କେହି ଏହାର  ଅର୍ଥ ସାକ୍ଷାତ ଭଗବାନଙ୍କ ଦ୍ୱାରା ଗାୟନ କରାଯାଇଥିବା ଗୀତ ବୋଲି କହନ୍ତି  । ଭଗବାନଙ୍କ କଥିତ ବାଣୀ  ପରମ ଶାନ୍ତି ଓ ଆନନ୍ଦ ପ୍ରଦାୟକ ହୋଇଥିବା ହେତୁ ଏହାକୁ  ଦିବ୍ୟ-ଗୀତ ବୋଲି ମଧ୍ୟ  କୁହାଯାଇପାରେ  । ସାଧାରଣତଃ ଭାରତର ପୁରାଣ ଶାସ୍ତ୍ରାଦି ସମ୍ବାଦ ଶୈଳୀରେ ରଚିତ । ଗୀତାର ସଙ୍କଳକ ବ୍ୟାସଦେବ ଈଶ୍ୱରୀୟ ବାଣୀକୁ ଶ୍ରୀମଦ୍ ଭଗବଦ୍ ଗୀତା ନାମରେ ନାମିତ କରି ପରବର୍ୀ ସମୟରେ ସ୍ବୀୟ ରଚିତ ମହାଭାରତର ଭୀଷ୍ମ ପର୍ବରେ ଏହାକୁ ସଂଯୋଜିତ କରିଛନ୍ତି  । ଏଥିରେ ୨୫ଶ ଅଧ୍ୟାୟରୁ ୪୨ଶ ଅଧ୍ୟାୟ ପର୍ଯ୍ୟନ୍ତ ଶ୍ରୀ କୃଷ୍ଣାର୍ଜୁନ ସମ୍ବାଦରେ ପରିବେଷିତ ଗୀତା ଆଜି ଏକ ସ୍ବତନ୍ତ୍ର ଗ୍ରନ୍ଥ ଭାବରେ ଆମ ପାଖରେ ଉପଲବ୍ଧ  । ଶ୍ରୀମଦ୍ ଭଗବତ୍ ଗୀତା ଏକ ପରମ ରହସ୍ୟମୟ ଗ୍ରନ୍ଥ । ପ୍ରାଚୀନ ମହର୍ଷିମାନଙ୍କଠାରୁ ଆରମ୍ଭ କରି ଆଧୁନିକ ଭାଷ୍ୟକାରମାନଙ୍କ ପର୍ଯ୍ୟନ୍ତ ଏଯାବତ୍ କେହି ଏହି କ୍ଷୁଦ୍ରକାୟ ବିଶିଷ୍ଟ ଗୀତାର ମହତ୍ୱ ବର୍ଣ୍ଣନା କରିବା  ପାଇଁ ସମ୍ପୁର୍ଣ୍ଣ ଭାବରେ ସକ୍ଷମ ହୋଇପାରି ନାହାନ୍ତି । ବିଦ୍ୱାନମାନଙ୍କ ...