ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିିଦ୍ୟାଳୟର ସ୍ମରଣୀୟ ସଂକ୍ଷିପ୍ତ ଇତିହାସ ସଂଗ୍ରାହକ : ବ୍ର.କୁ.ସୁଧାଂଶୁ ଶେଖର ମିଶ୍ର , ପାଟଣାଗଡ଼
ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିିଦ୍ୟାଳୟର
ସ୍ମରଣୀୟ ସଂକ୍ଷିପ୍ତ ଇତିହାସ
ସଂଗ୍ରାହକ : ବ୍ର.କୁ.ସୁଧାଂଶୁ ଶେଖର ମିଶ୍ର , ପାଟଣାଗଡ଼
୨୩.୧୨.୧୮୭୬ : ବଲ୍ଲଭାଚାରୀ ଅନୁଗାମୀ କୃପାଳିନୀ ପରିବାରରେ ଦାଦା ଲେଖରାଜଙ୍କ ଜନ୍ମ ।୧୯୩୬ : ହାଇଦ୍ରାବାଦଠାରେ ଯଶୋଦା ନିବାସରେ ଓମ୍ ମଣ୍ଡଳୀ ରୂପେ ଏହି ଅନୁଷ୍ଠାନର ଜନ୍ମ ।
୧୯୩୭ : ଅକ୍ଟୋବର ମାସରେ ନଅ ଜଣ ମାତା କନ୍ୟାଙ୍କୁ ନେଇ “ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ” କମିଟି ଗଠିତ ।
୧୭.୦୨.୧୯୩୮ : ଉଇଲ ସୂତ୍ରରେ ବ୍ରହ୍ମାବାବାଙ୍କର ସମସ୍ତ ବ୍ୟକ୍ତିଗତ ସଂପି ଉକ୍ତ କମିଟିକୁ ଅର୍ପଣ ।
୨୧.୦୨.୧୯୩୮ : ଓମ ମଣ୍ଡଳୀ ବିରୋଧୀ ଗୋଷ୍ଠୀ ଦ୍ୱାରା ସତ୍ସଙ୍ଗ ଭବନରେ ଅଗ୍ନି ସଂଯୋଗ ।
୦୭.୦୮.୧୯୩୮ : ଓମ୍ ନିବାସ ସମ୍ମୁଖରେ ଗୁଣ୍ଡାମାନଙ୍କ ଦ୍ୱାରା ପିକେଟିଂ ।
୧୯୩୮ : ହାଇଦ୍ରାବାଦରୁ କରାଚୀକୁ ଅନୁଷ୍ଠାନ ସ୍ଥାନାନ୍ତରିତ , ବ୍ରହ୍ମାବାବାଙ୍କୁ ହତ୍ୟା ଉଦ୍ୟମ ।
୧୯୫୦ : ୪୦୦ ଜଣ ବ୍ରହ୍ମାକୁମାର ଓ କୁମାରୀମାନଙ୍କ ସହିତ କରାଚୀଠାରୁ ଆବୁ ପର୍ବତକୁ ଅନୁଷ୍ଠାନ ସ୍ଥାନାନ୍ତରିତ ।
୧୯୫୬ : ମୁଖ୍ୟ କାର୍ଯ୍ୟାଳୟ କୋଟା ଭବନରୁ ପୋକ୍ରାନ ଭବନକୁ (ବର୍ମାନ ପାଣ୍ଡବ ଭବନ ନାମରେ ନାମିତ)
ସ୍ଥାନାନ୍ତରିତ ।
୧୯୫୧ -୧୯୫୬ : ଅନୁଷ୍ଠାନର ସମ୍ବିଧାନ ଲିଖନ, ସାପ୍ତାହିକ ପାଠ୍ୟକ୍ରମ ପ୍ରଚଳନ, ସାହିତ୍ୟ ବିଭାଗର ସ୍ଥାପନ ।
ଜୁନ ୧୯୫୬ : ବମ୍ବେଠାରେ ବ୍ରହ୍ମାବାବାଙ୍କର ଅସ୍ତ୍ରୋପଚାର
ନଭେମ୍ବର ୧୯୫୭ : ବିଶ୍ୱଧର୍ମ ସମ୍ମିଳନୀ ିନିମନ୍ତେ ବ୍ରହ୍ମାବାବାଙ୍କର ଦିଲ୍ଲୀ ଆଗମନ ।
୧୯୬୧ : ଉର ପ୍ରଦେଶର ହାପୁଡ଼ଠାରେ ଅନୁଷ୍ଠାନ ବିରୋଧରେ ଭୟଙ୍କର ଦଙ୍ଗା ।
୧୯୬୨ : ପ୍ରଜାପିତା ବ୍ରହ୍ମାଙ୍କ ଦ୍ୱିତୀୟ ଥର ଦିଲ୍ଲୀ ଆଗମନ(ମେଜର ବର୍ମାଙ୍କ ଘରକୁ) ।
୨୪.୦୬.୧୯୬୫ : ଗୁରୁବାର ଦିନ ଅପରାହ୍ନ ସମୟରେ ଅନୁଷ୍ଠାନର ପ୍ରଥମ ମୁଖ୍ୟ ପ୍ରଶାସିକା ମାତେଶ୍ୱରୀ ଜଗଦମ୍ବା ସରସ୍ୱତୀଙ୍କ ମହା ପ୍ରୟାଣ । (ଟଘଓଉଋୠ)
୧୯୬୪ : ଅନୁଷ୍ଠାନର ପ୍ରଥମ ମୁଖପତ୍ର ‘ତ୍ରିମୂର୍ି’ ପତ୍ରିକାର ପ୍ରକାଶକ ।
୧୮.୦୧.୧୯୬୯ : ପିତାଶ୍ରୀ ପ୍ରଜାପିତା ବ୍ରହ୍ମାବାବାଙ୍କ ମହାପ୍ରୟାଣ (ଅବ୍ୟକ୍ତ ରୂପ ଧାରଣ) ।
୨୧.୦୧.୧୯୬୯ : ଦାଦୀ ଗୁଲଜାରଜୀଙ୍କ ଶରୀରରେ ଅବ୍ୟକ୍ତ ବ୍ରହ୍ମାଙ୍କ ସହ ପରମାତ୍ମା ଶିବଙ୍କ ଅବତରଣ ଓ ପ୍ରଥମ ଅବ୍ୟକ୍ତ ବାଣୀ ନିସୃତ ।
୧୯୮୦ : ମିଳିତ ଜାତି ସଂଘ (ଟ.ଘ.ଙ)ର ଜନ ସଂପର୍କ (ଊ.ଚ.ଓ) ବିଭାଗରେ ଅଣସରକାରୀ ପରାମର୍ଶଦାତା ମଣ୍ଡଳୀର ସଦସ୍ୟତା ପ୍ରାପ୍ତ ।
୨୩.୦୬.୧୯୮୦ : ଅହମ୍ମଦାବାଦର ନାରାୟଣପୁରଠାରେ ଭାରତର ପ୍ରଥମ ଆଧ୍ୟାତ୍ମିକ ହଷ୍ଟେଲ ନିର୍ମାଣ ।
୧୯୮୧ : ମିଳିତ ଜାତି ସଂଘ(ଟ.ଘ.ଙ) ପକ୍ଷରୁ ୧୯୮୧ରେ ଶାନ୍ତି ପଦକ ପ୍ରାପ୍ତି ।
୧୯୮୩ : ମନମୋହିନୀ ଦିଦିଙ୍କ ଶରୀର ତ୍ୟାଗ, ଦାଦୀ ଜାନକୀଙ୍କ ବିଦେଶ ସେବା ଦାୟିତ୍ୱ ଗ୍ରହଣ ” ଓମ ଶାନ୍ତି ଭବନ ନିର୍ମାଣ, ମିଳିତ ଜାତି ସଂଘ (ଟ.ଘ.ଙ)ର ଅର୍ଥନୈତିକ ବିଭାଗରେ (ଋଉଙଝଙଉ) ଅଣସରକାରୀ ପରାମର୍ଶଦାତା ମଣ୍ଡଳୀର ସଦସ୍ୟତା ପ୍ରାପ୍ତି ।
୨୫.୦୩.୧୯୮୪ : ଦିଲ୍ଲୀଠାରେ ଆନ୍ତର୍ଜାତିକ ରାଜଯୋଗ ପ୍ରତିଷ୍ଠାନ ଉଦ୍ଘାଟିତ ।
୩୦.୦୫.୧୯୮୫ : ଭାରତ ଏକତା ଯୁବ ପଦଯାତ୍ରା ।
୧୯୮୬ : ସ୍ୱର୍ଣ୍ଣ ଜୟନ୍ତୀ ପାଳନ, ମିଳିତ ଜାତିସଂଘ ପକ୍ଷରୁ ଶାନ୍ତି ଦୂତ ପୁରସ୍କାର ପ୍ରଦାନ ।
୧୯୮୭ : ମିଳିତ ଜାତିସଂଘ (ଟ.ଘ.ଙ)ର ଶିଶୁ ବିକାଶ (ଟଘଓଉଋୠ) ବିଭାଗର ଅଣସରକାରୀ ପରାମର୍ଶଦାତା ମଣ୍ଡଳୀର ସଦସ୍ୟତା ପ୍ରାପ୍ତି ।
୧୯୯୧ : ଇନ୍ଦୋରର ଯୁବ ହଷ୍ଟେଲ ନିର୍ମାଣ ।
୨୪.୧୦.୧୯୯୧ : ମାଉ ଆବୁରେ ଗ୍ଳୋବାଲ ହସପିଟାଲ ଆରମ୍ଭ ।
୧୯୯୨ : ଇନ୍ଦୋରର ଦିବ୍ୟ ଜୀବନ କନ୍ୟାଶ୍ରମ ପ୍ରତିଷ୍ଠା ଉଦୟପୁରର ମୋହନଲାଲ ସୁଖାଡ଼ିଆ ବିଶ୍ୱବିଦ୍ୟାଳୟ ପକ୍ଷରୁ ନିବର୍ମାନ ଆନ୍ତର୍ଜାତିକ ମୁଖ୍ୟ ପ୍ରଶାସିକା ଦାଦୀ ପ୍ରକାଶମଣିଜୀଙ୍କୁ ଡ଼ି.ଲିଟ ଉପାଧି ପ୍ରଦାନ ।
୦୮.୦୯.୧୯୯୩ : ମିଳିତ ଜାତିସଂଘ (ଟ.ଘ.ଙ.)ଠାରେ ଅନୁଷ୍ଠାନ ଦ୍ୱାରା “ଠଓଝଓଙଘ ୠଙଜ ଇ ଈଋଞଞଋଜ ଡଙଜଖଊ” ପୁସ୍ତକ ଉନ୍ନୋଚିତ ।
୧୯୯୪ : ଜ୍ୟା ଇରନ୍ୟାସନାଲ, ବମ୍ବେ ପକ୍ଷରୁ ଦାଦୀ ପ୍ରକାଶମଣିଜୀଙ୍କୁ ‘ଜିଆସ’ ସ୍ପୁରସ୍କାର ପ୍ରଦାନ ।
୦୭.୦୩.୧୯୯୪ : ପିତାଶ୍ରୀ ପ୍ରଜାପିତା ବ୍ରହ୍ମାଙ୍କ ସ୍ମୃତିରେ ଭାରତସରକାରଙ୍କ ପକ୍ଷରୁ ଡ଼ାକ ଟିକେଟ ପ୍ରଚଳନ ।
ଫେବୃୟାରୀ ୧୯୯୫ : ମାଉ ଆବୁର ଜ୍ଞାନ ସରୋବରଠାରେ “ଇଉଇଊଋଗଣ ୠଙଜ ଇ ଈଋଞଞଋଜ ଡଙଜଖଊ” ଉଦ୍ଘାଟିତ ।
ାା ଓଁ ଶାନ୍ତି ।ା
Comments
Post a Comment