ଲୁଣ ନୁହେଁ ଚିନି ବଢ଼ାଏ ରକ୍ତ·ପ!

 ଲୁଣ ନୁହେଁ ଚିନି ବଢ଼ାଏ ରକ୍ତ·ପ!

ଉଚ୍ଚ ରକ୍ତଚାପ ରୋଗୀଙ୍କ ପାଇଁ ସୁଖବର । ଏଣିକି ସେମାନେ ଖାଦ୍ୟରେ ଲୁଣ ବ୍ୟବହାର କରିପାରିବେ । ଅତ୍ୟଧିକ ଲୁଣ ବ୍ୟବହାର ଉଚ୍ଚ ରକ୍ତ ·ପ ବୃଦ୍ଧିର କାରଣ ବୋଲି ଡାକ୍ତରମାନେ ଆଜି ପର୍ଯ୍ୟନ୍ତ ମତ ଦେଇ ଆସିଥିଲେ ।

ଆମେରିକୀୟ ସ୍ବାସ୍ଥ୍ୟ ବିଜ୍ଞାନୀମାନେ ଏହି ମତକୁ ଖଣ୍ଡନ କରିଛନ୍ତି । ସେମାନେ ୮, ୬୭ଠ ମଣିଷଙ୍କ ଉପରେ ଗବେଷଣା କରି ଜାଣିବାକୁ ଯାଇଛନ୍ତି ଯେ ଲୁଣ ସହ ଉଚ୍ଚ ରକ୍ତ ·ପ କୌଣସି ସଂପର୍କ ନାହିଁ । ଲୁଣରେ ଥିବା ସୋଡ଼ିଅମ୍ ନୁହେଁ ଖାଦ୍ୟରେ ଅତ୍ୟଧିକ ଚିନିର ବ୍ୟବହାର ଉଚ୍ଚ ରକ୍ତ ·ପରେ ମୁଖ୍ୟ କାରଣ । ଅଧିକ ଚିନି ଖାଇବା ଦ୍ୱାରା ମସ୍ତିଷ୍କର ଏକ ନିର୍ଦ୍ଧିଷ୍ଟ ଅଳ ପ୍ରଭାବିତ ହୁଏ । ଇନ୍ସୁଲିନ ଓ ହରମୋନ୍ କ୍ଷରଣ ବଢ଼ି ହୃତସ୍ପନ୍ଦନ ତୀବ୍ରତର ହୁଏ ଏବଂ ରକ୍ତ·ପ ବଢ଼େ । କ୍ରମଶଃ ଏହା ଉଚ୍ଚ ରକ୍ତ ·ପର ରୂପ ନିଏ ।

ସୌଜନ୍ୟ- ସମ୍ବାଦ, ତା: ୨୨/୯/୨ଠ୧୪

Comments

Popular posts from this blog

ଶ୍ରୀମଦ୍ଭଗବତ୍ ଗୀତା ରହସ୍ୟ--ପ୍ରଥମ ଖଣ୍ଡ-ଦ୍ୱିତୀୟ ଅଧ୍ୟାୟ ଡାକ୍ତର ସୁଧାଂଶୁ ଶେଖର ମିଶ୍ର

ରକ୍ଷା ବନ୍ଧନ: ଏକ ତା୍ୱିକ(Tatwika)--- ବିବେଚନା ବ୍ର.କୁ. ଡାକ୍ତର ସୁଧାଂଶୁ ଶେଖର ମିଶ୍ର

ଭାରତର ସନାତନ ଧର୍ମ---- ବ୍ର.କୁ. ଡ଼ାକ୍ତର ସୁଧାଂଶୁ ଶେଖର ମିଶ୍ର,