रक्षा बंधन /टैगलाइन/स्लोगन Get link Facebook X Pinterest Email Other Apps August 31, 2025 रक्षा बंधन /टैगलाइन/स्लोगन का हिन्दी रूपांतर है:“रक्षा बंधन: शुद्ध सुरक्षा, सार्वभौमिक भाईचारा और सभी की गरिमा का उत्सव।” या, अधिक संक्षिप्त और प्रभावी रूप में: “एक धागा, एक वचन — सुरक्षा, सम्मान, एकता!” Get link Facebook X Pinterest Email Other Apps Comments
ଶ୍ରୀମଦ୍ଭଗବତ୍ ଗୀତା ରହସ୍ୟ--ପ୍ରଥମ ଖଣ୍ଡ-ଦ୍ୱିତୀୟ ଅଧ୍ୟାୟ ଡାକ୍ତର ସୁଧାଂଶୁ ଶେଖର ମିଶ୍ର July 16, 2020 ଶ୍ରୀମଦ୍ଭଗବତ୍ ସୁଧାଂଶୁ ଶେଖର ମିଶ୍ର ଶ୍ରୀମଦ୍ଭଗବତ୍ ଗୀତା ଶ୍ରୀମଦ୍ଭଗବତ୍ ଗୀତା ରହସ୍ୟ ଦ୍ୱିତୀୟ ଅଧ୍ୟାୟ ଶ୍ରୀମଦ୍ ଭଗବତ୍ ଗୀତାର ଯଥାର୍ଥ ସ୍ୱରୂପ ଶ୍ରୀମଦ୍ଭଗବତ୍ ଗୀତା ସ୍ୱୟଂ ପରମାତ୍ମାଙ୍କ ମୁଖନିଃସୃତ ବାଣୀ ବୋଲି ସର୍ବଜନ ସ୍ବୀକୃତି । ମାନବ ସୃଷ୍ଟିର ଏକ ବିଶେଷ ସନ୍ଧିକ୍ଷଣରେ ବା ଘୋର ଧର୍ମ ସଂକଟ କାଳରେ ପରମାତ୍ମା ଧରାପୃଷ୍ଠରେ ଅବତରଣ କରି ଧର୍ମଭ୍ରଷ୍ଟ ମାନବ ସମାଜକୁ ସୁଖ, ଶାନ୍ତି, ପବିତ୍ରତା ଓ ସମୃଦ୍ଧିରେ ପରିପୁର୍ଣ୍ଣ ସତ୍ୟଯୁଗୀୟ ସ୍ୱର୍ଗୀୟ ସାମ୍ରାଜ୍ୟ ସ୍ଥାପନା ପାଇଁ ଲୁପ୍ତ ପ୍ରାୟ ଈଶ୍ୱରୀୟ ଜ୍ଞାନ ଓ ରାଜଯୋଗର ବ୍ୟାଖ୍ୟା କରନ୍ତି । ସକାଳେନେହ ମହତା ଯୋଗୋ ନଷ୍ଟଃ ପରନ୍ତପ ।ା୪/୨ାା ଏହି ଜ୍ଞାନ ଓ ଯୋଗର ଅନୁସରଣ ଦ୍ୱାରା ମାନବାତ୍ମାଗଣ ବିଷୟ ବିକାରରୁ ମୁକ୍ତ ହୋଇ ଦିବ୍ୟ ଜୀବନ ଯାପନ କରନ୍ତି । ଏହିପରି କଳିଯୁଗୀୟ ସଂସ୍କାରର ପରିବର୍ନ ହୁଏ ଓ ମହାବିନାଶ ପରେ ସେହି ଦିବ୍ୟ ମାନବାତ୍ମାଗଣଙ୍କୁ ନେଇ ସତ୍ୟ ଯୁଗର ପ୍ରାରମ୍ଭ ହୁଏ । କଳ୍ପର ପ୍ରଥମାର୍ଦ୍ଧ ସୃଷ୍ଟି ଚକ୍ରର ସ୍ୱର୍ଣ୍ଣିମ ଯୁଗ । ଏହି କାଳାବଧିରେ ଜୀବାତ୍ମା ସୁଖ ଶାନ୍ତି ସମୃଦ୍ଧି ଓ ପବିତ୍ରତାପୂର୍ଣ୍ଣ ଜୀବନ ଯାପନ କରୁଥିବାରୁ ପୂର୍ବ ଜନ୍ମରେ ପରମାତ୍ମାଙ୍କ ଦ୍ୱାରା ପ୍ରାପ୍ତ ଜ୍ଞାନ ଯୋଗକୁ ବିସ୍ମୃତ ହୋଇଯାଏ । ତେଣୁ କୁହାଯାଏ,... Read more
ଶ୍ରୀମଦ୍ଭଗବତ୍ ଗୀତା ରହସ୍ୟ--ସୂଚୀପତ୍ର--ଡାକ୍ତର ସୁଧାଂଶୁ ଶେଖର ମିଶ୍ର December 27, 2017 ଶ୍ରୀମଦ୍ଭଗବତ୍ ଗୀତା ରହସ୍ୟ ଯୋଗାଯୋଗ : ଡାକ୍ତର ସୁଧାଂଶୁ ଶେଖର ମିଶ୍ର ଶିବ-ଶକ୍ତି ହୋମିଓ ସେବା ସଦନ କାଦୋପଡ଼ା ଗଳି, ବସ୍-ଷ୍ଟାଣ୍ଡ ପାଟଣାଗଡ଼ - ୭୬୭୦୨୫, ବଲାଙ୍ଗିର, ଓଡ଼ିଶା ମୋବାଇଲ - ୯୪୩୭୨୧୦୨୯୬ ଘର - (୦୬୬୫୮) ୨୨୨୩୩୯ ସୂଚୀପତ୍ର ଭୂମିକା xxxi # ଶ୍ରୀମଦ୍ଭଗବତ୍ ଗୀତା - ଅର୍ଥ ଏବଂ ମହ�୍ୱ xxxii # ବିଭିନ୍ନ ମହାପୁରୁଷ ତଥା ବିଦ୍ୱାନମାନଙ୍କ ଦ୍ୱାରା ଗୀତାର ମହିମା ବର୍ଣ୍ଣନା xxxiii # ପ୍ରଣିଧାନଯୋଗ୍ୟ ପ୍ରଶ୍ନ xxxiv # ସ୍ବରଚିତ ପୁସ୍ତକ ସମ୍ପର୍କରେ xxxviii # ପ୍ରଥମ ଓ ଦ୍ୱିତୀୟ ଖଣ୍ଡର ପ୍ରତ୍ୟେକ ଅଧ୍ୟାୟରେ ଥିବା ବିଷୟବସ୍ତୁ ଉପରେ ସଂକ୍ଷିପ୍ତ ଟୀପ୍ପଣୀ xlii ୧. ପ୍ରଥମ ଖଣ୍ଡ ୩-୧୧୨ # ପ୍ରଥମ ଅଧ୍ୟାୟ : ଗୀତାଜ୍ଞାନର ଉଦ୍ଧେଶ୍ୟ ୩ # ଦ୍ୱିତୀୟ ଅଧ୍ୟାୟ : ଶ୍ରୀମଦ୍ଭଗବତ ଗୀତାର ଯଥାର୍ଥ ସ୍ବରୂପ ୯ # ତୃତୀୟ ଅଧ୍ୟାୟ : ମହାଭାରତ ଯୁଦ୍ଧର ଯଥାର୍ଥ ସ୍ବରୂପ ଓ ଗୀତା ପ୍ରକରଣର ପୁନରାବୃ�ି ୨୬ # ଚତୁର୍ଥ ଅଧ୍ୟାୟ : ଗୀତାର ଦାର୍ଶନିକ ତ�୍ୱ ୪୭ # ପ�ମ ଅଧ୍ୟାୟ : ଆତ୍ମା ତ�୍ୱ ୫୨ # ଷଷ୍ଠ ଅଧ୍ୟାୟ : ପରମାତ୍ମା ତ�୍ୱ ୬୩ # ସପ୍ତମ ଅଧ୍ୟାୟ : ରାଜଯୋଗ ୮୧ ୨. ଦ୍ୱିତୀୟ ଖଣ୍ଡ ୧୧୫-୧୩୫ ପ୍ରଥମ ଅଧ୍ୟାୟ # ଅର୍ଜୁନ ବିଷାଦ ଯୋଗ ୧୧୫ # ଅର୍ଜୁନ ବିଷାଦ ଯୋଗ (ଦୁଇ) ୧୨୩ # ବିଭିନ୍ନ ବିଦ୍ୱାନମାନଙ୍କ ଦୃଷ୍ଟିକୋଣ ୧୨୩ # ରଥ, ରଥି ଓ ସାରଥି ୧୨୫ # ଈଶ୍ୱରୀୟ ଦୃଷ୍ଟିକୋଣ ୧୨୬... Read more
ରକ୍ଷା ବନ୍ଧନ: ଏକ ତା୍ୱିକ(Tatwika)--- ବିବେଚନା ବ୍ର.କୁ. ଡାକ୍ତର ସୁଧାଂଶୁ ଶେଖର ମିଶ୍ର May 18, 2017 ରକ୍ଷା ବନ୍ଧନ: ଏକ ତା୍ୱିକ(Tatwika) ବିବେଚନା ବ୍ର.କୁ. ଡାକ୍ତର ସୁଧାଂଶୁ ଶେଖର ମିଶ୍ର ଭାରତୀୟ ଜୀବନ ଦର୍ଶନ ଅଦ୍ଭୁତ ଏବଂ ଅଦ୍ୱିତୀୟ ଅଟେ । ଏଠାକାର ମର୍ଯ୍ୟାଦା ଏବଂ ପ୍ରତଳିତ ପରମ୍ପରାଗୁଡିକ ଅସଂଖ୍ୟ ରହସ୍ୟର ଖଣି ଅଟେ । ଆମର ସଂସ୍କୃତି ସର୍ବ ପ୍ରାଚୀନ ଏବଂ ଅନୁପମ । ଏଠାରେ ବର୍ଷ ତମାମ କୌଣସି ନା କୌଣସି ପର୍ବପର୍ବାଣୀ ପାଳିତ ହୋଇଥାଏ । ଏସବୁଗୁଡିକର ପ୍ରଚ୍ଛଦରେ କୌଣସି ନା କୌଣସି ଆଧ୍ୟାତ୍ମିକ ବା ଦାର୍ଶନିକ ପୃଷ୍ଠଭୂମି ଥାଏ ;କିନ୍ତୁ କାଳର କରାଳ ଗତିରେ ମନୁଷ୍ୟ ତାହା ବିସ୍ମୃତ ହୋଇ କେବଳ ପାରମ୍ପରିକ ଭାବରେ ସେଗୁଡିକୁ ପାଳନ କରି ଆସୁଛି । ଏଗୁଡିରେ ଯଦିଓ କଳ୍ପନାର ପ୍ରାଚୁର୍ଯ୍ୟ ଦେଖିବାକୁ ମିଳେ ତଥାପି ମଧ୍ୟ ବୈଜ୍ଞାନିକ ଏବଂ ଦାର୍ଶନିକ ତ୍ୱର ଅଭାବ ନ ଥାଏ । ପ୍ରାରମ୍ଭିକ ପର୍ଯ୍ୟାୟରେ ବିଜ୍ଞାନ ମଧ୍ୟ କଳ୍ପନାର ଆଧାର ନେଇ ପରିଶେଷରେ ବୈଜ୍ଞାନିକ ସତ୍ୟ ବା ସିଦ୍ଧାନ୍ତରେ (ଝମସରଦ୍ଭଗ୍ଧସଲସମ ଖବଙ୍ଗ) ଉପନୀତ ହୁଏ । ଭାରତୀୟ ଧାର୍ମିକ ପର୍ବ ଏବଂ ପୌରାଣିକ କଥାବସ୍ତୁଗୁଡିକ ସାଧାରଣତଃ ସାେଙ୍କତିକ ଓ ପ୍ରତୀକାତ୍ମକ ଭାବରେ ବିଭିନ୍ନ ଆଧ୍ୟାତ୍ମିକ ରହସ୍ୟଗୁଡିକ ଉନ୍ମୋଚନ କରେ । ଭୋଗବାଦୀ ଓ ରୂଢ଼ିବାଦୀ ପ୍ରବୃିର ବଶବର୍ୀ ହୋଇ ମଣିଷ ସେହି ତା୍ୱିକ ରହସ୍ୟ ଭେଦ କରିବାକୁ ସମର୍ଥ ହୁଏ ନାହିଁ । ସେଗୁଡିକରେ ଥିବା ଅର୍ନ୍ତନିହିତ ସତ୍ୟ... Read more
Comments
Post a Comment