Posts

ଶ୍ରୀମଦ୍ଭଗବତ୍ ଗୀତା ରହସ୍ୟ--ସୂଚୀପତ୍ର--ଡାକ୍ତର ସୁଧାଂଶୁ ଶେଖର ମିଶ୍ର

Image
ଶ୍ରୀମଦ୍ଭଗବତ୍ ଗୀତା ରହସ୍ୟ ଯୋଗାଯୋଗ : ଡାକ୍ତର ସୁଧାଂଶୁ ଶେଖର ମିଶ୍ର  ଶିବ-ଶକ୍ତି ହୋମିଓ ସେବା ସଦନ  କାଦୋପଡ଼ା ଗଳି, ବସ୍-ଷ୍ଟାଣ୍ଡ  ପାଟଣାଗଡ଼ - ୭୬୭୦୨୫, ବଲାଙ୍ଗିର, ଓଡ଼ିଶା ମୋବାଇଲ - ୯୪୩୭୨୧୦୨୯୬ ଘର - (୦୬୬୫୮) ୨୨୨୩୩୯ ସୂଚୀପତ୍ର ଭୂମିକା xxxi # ଶ୍ରୀମଦ୍ଭଗବତ୍ ଗୀତା - ଅର୍ଥ ଏବଂ ମହ�୍ୱ xxxii # ବିଭିନ୍ନ ମହାପୁରୁଷ ତଥା ବିଦ୍ୱାନମାନଙ୍କ ଦ୍ୱାରା ଗୀତାର ମହିମା ବର୍ଣ୍ଣନା xxxiii # ପ୍ରଣିଧାନଯୋଗ୍ୟ ପ୍ରଶ୍ନ xxxiv # ସ୍ବରଚିତ ପୁସ୍ତକ ସମ୍ପର୍କରେ xxxviii # ପ୍ରଥମ ଓ ଦ୍ୱିତୀୟ ଖଣ୍ଡର ପ୍ରତ୍ୟେକ ଅଧ୍ୟାୟରେ ଥିବା ବିଷୟବସ୍ତୁ ଉପରେ ସଂକ୍ଷିପ୍ତ ଟୀପ୍ପଣୀ xlii ୧. ପ୍ରଥମ ଖଣ୍ଡ ୩-୧୧୨ # ପ୍ରଥମ ଅଧ୍ୟାୟ : ଗୀତାଜ୍ଞାନର ଉଦ୍ଧେଶ୍ୟ ୩ # ଦ୍ୱିତୀୟ ଅଧ୍ୟାୟ : ଶ୍ରୀମଦ୍ଭଗବତ ଗୀତାର ଯଥାର୍ଥ ସ୍ବରୂପ ୯ # ତୃତୀୟ ଅଧ୍ୟାୟ : ମହାଭାରତ ଯୁଦ୍ଧର ଯଥାର୍ଥ ସ୍ବରୂପ ଓ ଗୀତା ପ୍ରକରଣର ପୁନରାବୃ�ି ୨୬ # ଚତୁର୍ଥ ଅଧ୍ୟାୟ : ଗୀତାର ଦାର୍ଶନିକ ତ�୍ୱ ୪୭ # ପ�ମ ଅଧ୍ୟାୟ : ଆତ୍ମା ତ�୍ୱ ୫୨ # ଷଷ୍ଠ ଅଧ୍ୟାୟ : ପରମାତ୍ମା ତ�୍ୱ ୬୩ # ସପ୍ତମ ଅଧ୍ୟାୟ : ରାଜଯୋଗ ୮୧ ୨. ଦ୍ୱିତୀୟ ଖଣ୍ଡ ୧୧୫-୧୩୫ ପ୍ରଥମ ଅଧ୍ୟାୟ # ଅର୍ଜୁନ ବିଷାଦ ଯୋଗ ୧୧୫ # ଅର୍ଜୁନ ବିଷାଦ ଯୋଗ (ଦୁଇ) ୧୨୩ # ବିଭିନ୍ନ ବିଦ୍ୱାନମାନଙ୍କ ଦୃଷ୍ଟିକୋଣ ୧୨୩ # ରଥ, ରଥି ଓ ସାରଥି ୧୨୫ # ଈଶ୍ୱରୀୟ ଦୃଷ୍ଟିକୋଣ ୧୨୬...

ସହଜ ରାଜଯୋଗ(9) --ଧର୍ମଗ୍ରନ୍ଥ ସନ୍ଦର୍ଭରେ ଆତ୍ମାର ପରିଚୟ-

Image
ସହଜ ରାଜଯୋଗ      ଧର୍ମଗ୍ରନ୍ଥ ସନ୍ଦର୍ଭରେ ଆତ୍ମାର ପରିଚୟ ନାୟମାତ୍ମା ପ୍ରବଚନେନ ଲଭ୍ୟୋ  ନ ମେଧୟା ନ ବହୁଧା ଶ୍ରୁତେନ ଯମବୈଷ ବୃଣୁତେ ତେନ ଲଭ୍ୟସ୍ତସୈ୍ୟବ           ଆତ୍ମା ବିବୃଣତେ ତନୁସ୍ବାମ୍ ।ା କଠୋପନିଷଦର ଏହି ମନ୍ତ୍ରର ଅର୍ଥ ହେଉଛି, ପ୍ରବଚନ, ତୀବ୍ର ବୁଦ୍ଧି ଅଥବା ଶାସ୍ତ୍ରଜ୍ଞାନ ଦ୍ୱାରା ଆତ୍ମଜ୍ଞାନ ପ୍ରାପ୍ତ ହୁଏ ନାହିଁ । ଯାହାକୁ ତାହା ସ୍ବୟଂ ପ୍ରାପ୍ତ ହୁଏ ତା ସମ୍ମୁଖରେ ଏହା ନିଜ ସ୍ବରୂପକୁ ପ୍ରକଟ କରେ । ଜାତି, ବର୍ଣ୍ଣ, ଧର୍ମ ସମ୍ପ୍ରଦାୟ ଓ ଦେଶ ନିର୍ବିଶେଷରେ ବିଶ୍ୱର ସମସ୍ତ ମନୁଷ୍ୟ ଆଜି ଅଶାନ୍ତ ଓ  ଦଃଖୀ ଅଟନ୍ତି । ସମସ୍ତେ ସୁଖ ଓ ଶାନ୍ତିର ଅନ୍ୱେଷଣରେ ବ୍ୟସ୍ତ । ସେମାନେ ସାଂସାରିକ ଭୌତିକ ପଦାର୍ଥ ସମୂହକୁ ସୁଖର ସାଧନ ଭାବି ତନ୍ମଧ୍ୟରେ ସୁଖ-ଶାନ୍ତି ଖୋଜି ନିରାଶ ହେଉଛନ୍ତି । କାରଣ ଭୌତିକ ପଦାର୍ଥଗୁଡିକରେ ସୁଖ-ଶାନ୍ତି ନଥାଏ । ତେଣୁ ସେଗୁଡିକରୁ ତାହା ପ୍ରାପ୍ତି ହେବ କିପରି? ମନୁଷ୍ୟ ଏକଥା ଜାଣେ ନାହିଁ ଯେ ଯାହା ସେ ବାହାରେ ଖୋଜୁଛି ତାହା ତା’ ମଧ୍ୟରେ ହିଁ ବିଦ୍ୟମାନ ଅଛି । ଏ ବିଷୟରେ ଯେତେବେଳେ ମନୁଷ୍ୟର ଜ୍ଞାନୋଦୟ ହୁଏ ସେତେବେଳେ ସେ ସର୍ବଦା ନିଜ ମଧ୍ୟରେ ହିଁ ସୁଖ- ଶାନ୍ତି ଓ ଆନନ୍ଦ ଅନୁଭବ କରେ । ଏଥିପାଇଁ କୁହାଯାଇଛି ଯେ ନିଜକୁ ଜାଣ । କଦ୍ଭକ୍ଟଙ୍ଗ ଞଷଚ୍ଚଗ୍ଦରକ୍ଷଲ ଉପନିଷଦଗୁଡିକରେ ମଧ୍...

ସହଜ ରାଜଯୋଗ(8)--ଗୀତା ସନ୍ଦର୍ଭରେ ଆତ୍ମାର ପରିଚୟ

Image
  ସହଜ ରାଜଯୋଗ (ଈଶ୍ୱରୀୟ ଜ୍ଞାନ ଉପରେ ଆଧାରିତ) ାା ପ୍ରଥମ ଅଧ୍ୟାୟ ।ା ଗୀତା ସନ୍ଦର୍ଭରେ ଆତ୍ମାର ପରିଚୟ ଆତ୍ମା ; ଏକ ସ୍ବତନ୍ତ୍ର ଚୈତନ୍ୟ ସା କେତେକ ଶାସ୍ତ୍ରକାରଙ୍କ ମତରେ ଆତ୍ମା ଆମର ଶରୀର ତଥା ସମଗ୍ର ବିଶ୍ୱରେ ବ୍ୟାପକ ଭାବରେ ପରିବ୍ୟାପ୍ତ । ଗୀତାରେ ମଧ୍ୟ କେତେକ ସ୍ଥାନରେ ଆତ୍ମାକୁ ସର୍ବଗତ ଓ ବିଭୁ ବୋଲି କୁହାଯାଇଛି । ଏହି ଦୁଇଟି ଶବ୍ଦକୁ ଆଧାର କରି ମଧ୍ୟ ବ୍ୟାଖ୍ୟାକାରମାନେ ଆତ୍ମାକୁ ସର୍ବବ୍ୟାପକ ଓ ପରମାତ୍ମାଙ୍କଠାରୁ ଅଭିନ୍ନ ବୋଲି ବ୍ୟାଖ୍ୟା କରନ୍ତି । ଗୀତାର ଅଧିକାଂଶ ଶ୍ଳୋକରୁ ଏକଥା ସ୍ପଷ୍ଟ ଜଣା ପଡେ ଯେ ଆତ୍ମା ଏକ ସ୍ବତନ୍ତ୍ର ଚୈତନ୍ୟ ସା ଅଟେ, ସର୍ବବ୍ୟାପକ ନୁହେଁ । ଏଣୁ ଏହା ପରମାତ୍ମାଙ୍କ ବିଚ୍ଛିନାଂଶ ନୁହେଁ । ନିରପେକ୍ଷ ଓ ପୂର୍ବାଗ୍ରହ ରହିତ ହୋଇ ଗୀତା ଅଧ୍ୟୟନ ଦ୍ୱାରା ଆମେ ଏ କଥା ସ୍ପଷ୍ଟ ଜାଣି ପାରିବା । ଦୃଷ୍ଟାନ୍ତ ସ୍ବରୂପ କେତେକ ଶ୍ଲୋକର ଅବତାରଣା ନିମ୍ନରେ କରାଗଲା :- ଶରୀରଂ ଯଦବାପ୍ନୋତି ଯଚ୍ଚପୁ୍ୟତ୍ କ୍ରାମତୀଶ୍ୱରଃ                        ଗୃହୀତ୍ୱେତାନି ସଂଯାତି ବାୟୁ ର୍ଗନ୍ଧା ନିବାଶୟାତ୍ ।ା ଗୀ ୧୫/୮ ।ା ଅର୍ଥାତ, ଯେପରି ବାୟୁ ଫୁଲରୁ ସୁଗନ୍ଧି ଗ୍ରହଣ କରି ବୋହି ନିଏ, ସେହିପରି ଦେହର ସ୍ବାମୀ ଜୀବାତ୍ମା ମଧ୍ୟ ପ୍ରଥମେ ଯେଉଁ ଶରୀରକୁ ତ୍ୟାଗ କରେ ସେଥିରୁ ମନ-ବୁଦ୍ଧି-...

ସହଜ ରାଜଯୋଗ(7)-ସହଜ-ରାଜଯୋଗ” ପୁସ୍ତକ ସମ୍ପର୍କରେ-ଲେଖକ : ଡ଼ା. ସୁଧାଂଶୁ ଶେଖର ମିଶ୍ର

Image
  ସହଜ ରାଜଯୋଗ (ଈଶ୍ୱରୀୟ ଜ୍ଞାନ ଉପରେ ଆଧାରିତ) ଲେଖକ : ଡ଼ା. ସୁଧାଂଶୁ ଶେଖର ମିଶ୍ର ସହଜ-ରାଜଯୋଗ” ପୁସ୍ତକ ସମ୍ପର୍କରେ

ସହଜ ରାଜଯୋଗ(6)--ରାଜଯୋଗରେ ମୋର ତିରିଶ ବର୍ଷର ଅନୁଭବ- ଲେଖକ : ଡ଼ା. ସୁଧାଂଶୁ ଶେଖର ମିଶ୍ର

Image
 ସହଜ ରାଜଯୋଗ(6) (ଈଶ୍ୱରୀୟ ଜ୍ଞାନ ଉପରେ ଆଧାରିତ) ରାଜଯୋଗରେ ମୋର ତିରିଶ ବର୍ଷର ଅନୁଭବ ଲେଖକ : ଡ଼ା. ସୁଧାଂଶୁ ଶେଖର ମିଶ୍ର ୧୯୮୩ ମସିହାରେ ପ୍ରଥମେ ମୋତେ ଈଶ୍ୱରୀୟ ଅବତରଣର ସନ୍ଦେଶ ପ୍ରାପ୍ତ  ହୋଇଥିଲା । ଏହା ପୂର୍ବରୁ ବିଭିନ୍ନ ଧାର୍ମିକ, ସଂସ୍ଥା ସହିତ ମୋର ସଂପୃକ୍ତି ଥିଲା । ଅନେକ ଧାର୍ମିକ ପୁସ୍ତକ ଅଧ୍ୟୟନ ସେ୍ୱ ମଧ୍ୟ ମୋତେ କିଛି ପ୍ରାପ୍ତି ହେଲା ଭଳି ମନେ ହେଉ ନ ଥିଲା। କିଛି ଗୋଟିଏ ଅଭାବ ରହିଗଲା ପରି ସବୁବେଳେ ଅନୁଭବ ହୁଏ । ଈଶ୍ୱରାନୁଭୂତି ପାଇଁ ମନରେ ବ୍ୟାକୁଳତା ଥିଲେ ମଧ୍ୟ କୌଣସି ଏକ ନିଶ୍ଚିତ ପନ୍ଥା ମିଳୁ ନ ଥାଏ । ଅନେକ ପନ୍ଥା ଅବ ଲମ୍ବନ କରି ବିଫଳ ହେବା ପରେ ମୋର ମନ ବିଷାଦଗ୍ରସ୍ତ ହୋଇ ପଡିଥାଏ । ଏପରି ମନୋସ୍ଥିତିରେ ଈଶ୍ୱରୀୟ ଜ୍ଞାନ ଶ୍ରବଣ ମୋତେ ଖୁବ୍ ଆଶ୍ୱସ୍ତ କଲା । ବିଷାଦର କଳା ପରଦା ଧିରେ ଧିରେ ଅପସାରଣ ହେବାକୁ ଲାଗିଲା । “ବିଷାଦ” ଈଶ୍ୱରୀୟ ଜ୍ଞାନ ପ୍ରାପ୍ତିର ପୂର୍ବାବସ୍ଥା ହୋଇଥିବାରୁ ବୋଧହୁଏ ଏହାକୁ ଗୀତାରେ ଯୋଗ ରୂପେ ପ୍ରଥମ ଅଧ୍ୟାୟରେ ସ୍ଥାନିତ କରାଯାଇଛି । ୧୯୮୪ ମସିହାର କଥା । ସେତେବେଳେ ଭୁବନେଶ୍ୱର ୩୩, ସୂର୍ଯ୍ୟନଗରରେ ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱ ବିଦ୍ୟାଳୟର ସେବା କେନ୍ଦ୍ର ଥିଲା । ମୋର ପିଉସା ପୁଅ ଭାଇ ବ୍ରହ୍ମାକୁମାର ଅଭିମନୁ୍ୟଜୀଙ୍କ ପରାମର୍ଶ କ୍ରମେ ଭୁବନେଶ୍ୱର ସେବାକେନ୍ଦ୍ର ସହିତ ଈଶ୍ୱରୀୟ ଜ୍ଞାନ ଓ ସହଜ ରାଜଯୋଗ ଉପରେ ...

ସହଜ ରାଜଯୋଗ(5)-- ରାଜଯୋଗର ମାନବତାବାଦୀ ଓ ବିଶ୍ୱ କଲ୍ୟାଣକାରୀ ସ୍ବରୂପ--ଲେଖକ : ଡ଼ା. ସୁଧାଂଶୁ ଶେଖର ମିଶ୍ର

Image
  ସହଜ ରାଜଯୋଗ(5) (ଈଶ୍ୱରୀୟ ଜ୍ଞାନ ଉପରେ ଆଧାରିତ)  ରାଜଯୋଗର ମାନବତାବାଦୀ ଓ ବିଶ୍ୱ କଲ୍ୟାଣକାରୀ ସ୍ବରୂପ                                                                                                                 ଲେଖକ : ଡ଼ା. ସୁଧାଂଶୁ ଶେଖର ମିଶ୍ର ରାଜଯୋଗର ଉଦ୍ଗମ ସ୍ଥଳ ହେଉଛି ଭାରତ । ଏହା ଅଧ୍ୟାତ୍ମ ବିଷୟ ବସ୍ତୁ ରୂପେ ସ୍ବୀକୃତ । ସଂପ୍ରତି ବିଶ୍ୱର ବ୍ୟାପକ ଅଶାନ୍ତି ତଥା ଅବ୍ୟବସ୍ଥା କାରଣରୁ ସମ୍ପୂର୍ଣ୍ଣ ଜଗତର ମାନବତା ଅନନ୍ୟୋପାୟ ହୋଇ ନିଜ ସମସ୍ୟାଗୁଡିକର ସମାଧାନ ପାଇଁ ଯୋଗାଭିମୁଖୀ ହେଉଥିବା ଦେଖାଯାଏ । ଏଥିପାଇଁ ଜାତି ସଂଘରେ ଭାରତର ପ୍ରଧାନ ମନ୍ତ୍ରୀଙ୍କ ଦ୍ୱାରା ଜୁନ ୨୧ ତାରିଖକୁ ଅନ୍ତର୍ରାଷ୍ଟ୍ରୀୟ ଯୋଗ ଦିବସରୂପେ ପାଳନ କରିବା ପାଇଁ ଆଗତ ପ୍ରସ୍ତାବକୁ ପ୍ରାୟ ସମସ୍ତ ରାଷ୍ଟ୍ର ସମର୍ଥନ କରିଥିଲେ । ତେଣୁ ବର୍ମାନ ଏହା ଅନ୍ତର୍ରାଷ୍ଟ୍ରୀୟ ପ୍ରଶ୍ନ ବନିଯାଇଛି ଯେ ଯୋଗର ବାସ୍ତବିକ ତଥା ମୂଳ ସ୍ବରୂପ ଉପରେ ଖ...

ସହଜ ରାଜଯୋଗ(4)-- ରାଜଯୋଗ ଶିକ୍ଷାର ଔଚିତ୍ୟ--ଲେଖକ : ଡ଼ା. ସୁଧାଂଶୁ ଶେଖର ମିଶ୍ର

Image
 ସହଜ ରାଜଯୋଗ(4) (ଈଶ୍ୱରୀୟ ଜ୍ଞାନ ଉପରେ ଆଧାରିତ)   ରାଜଯୋଗ ଶିକ୍ଷାର ଔଚିତ୍ୟ ଲେଖକ : ଡ଼ା. ସୁଧାଂଶୁ ଶେଖର ମିଶ୍ର ସଂପ୍ରତି ଭ୍ରଷ୍ଟା·ର ଏବଂ ଅନୈତିକତା ମନୁଷ୍ୟ ରକ୍ତରେ ଏତେ ମିଶି ଗଲାଣି ଯେ ସେ ନିଜ ଓ ପର ମଧ୍ୟରେ ପାର୍ଥକ୍ୟ ଭୁଲି ଯାଇଛି । ଏଥିପାଇଁ ସମଗ୍ର ବିଶ୍ୱରେ ଗ୍ରାମାଳଠାରୁ ଆରମ୍ଭ କରି ସହରାଳ ପର୍ଯ୍ୟନ୍ତ, ଏ ଦୁଇ ଆସୁରୀ ତ୍ୱର ବ୍ୟାପକ ପ୍ରଭାବ ଦେଖିବାକୁ ମିଳେ । ଏପରିକି ଧର୍ମ ଓ ଆଧ୍ୟାତ୍ମିକତାର ପ୍ର·ର ପ୍ରସାର ପାଇଁ ଗଠିତ ସାମ୍ପ୍ରଦାୟିକ ଏବଂ ଆଧ୍ୟାତ୍ମିକ ଅନୁଷ୍ଠାନଗୁଡିକ ମଧ୍ୟ ଭ୍ରଷ୍ଟା·ର ଓ ଅନୈତିକତାର ପ୍ରଭାବରୁ ମୁକ୍ତ ନୁହନ୍ତି । ଏ ଉଭୟ ମଧ୍ୟରେ କିଏ ବଡ଼ ଓ କିଏ ଛୋଟ ଏହା ନିର୍ଣ୍ଣୟ କରିବା ଏକ ଦୁରୂହ ବ୍ୟାପାର । କାରଣ ଏ ଦୁହେଁ ଗୋଟିଏ ମୁଦ୍ରାର ଉଭୟ ପାଶ୍ୱର୍ ସଦୃଶ । ଏ ଦୁଇଟି ମଧ୍ୟରୁ ଯଦି ଗୋଟିଏ ଦ୍ୱାରା ଜଣେ ପ୍ରଭାବିତ ହୋଇଯାଏ, ତେବେ ଅନ୍ୟଟି ମଧ୍ୟ ସ୍ବତଃ ·ଲି ଆସେ । ଏ ଦୁଇଟି ମଧ୍ୟରେ ପତି-ପନôୀର ସମ୍ବନ୍ଧ ରହିଛି । ଭ୍ରଷ୍ଟା·ର ହେଉଛି ଅନୈତିକତାର ସ୍ବାମୀ । ସାଂପ୍ରତିକ ପରିସ୍ଥିତିରେ ଏହି ଦମ୍ପତିଙ୍କଠାରୁ ରକ୍ଷା ପାଇବା ଅତ୍ୟନ୍ତ କଷ୍ଟସାଧ୍ୟ ବ୍ୟାପାର । ଏ ଦୁଇଟିଙ୍କ ଉପରେ ସମ୍ପୂର୍ଣ୍ଣ ବିଜୟ ପ୍ରାପ୍ତ କରିବା ଆହୁରି କଠିନ କାର୍ଯ୍ୟ । କିନ୍ତୁ ଯିଏ ଏକ ଦୃଢ଼ ନିଶ୍ଚୟୀ ଯୋଦ୍ଧା ଭଳି ଏମାନଙ୍କୁ ପରାସ୍ତ କରି ପାରେ ସେ ସଂସାରରେ ମହାତ୍ମା ଓ ଦେବାତ୍ମା ରୂପ...